ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋଲାମୁଣ୍ଡା ବିଜୁ ଏକ୍ସପ୍ରେସ 4ୱେ ଠାରେ ସଡ଼କ ଦୁର୍ଘଟଣା.

ଗୋଳାମୁଣ୍ଡା/ମସିହା/କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ପୁରୁଣା ବ୍ଲକ ଅଫିସ ନିକଟ ବିଜୁ ଏକ୍ସପ୍ରେସ 4 ୱେ ଠାରେ ସଡ଼କ ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି. ମିଳିଥିବା ସୂଚନା ଅନୁସାରେ କେନ୍ଦୁପାଟି ଗ୍ରାମର ପ୍ରଭାସ ମଲ୍ଲିକ ନିଜ ସ୍ତ୍ରୀ ନିରୁପମା ନାଏକ ଏବଂ 4ମାସ ର କୁନି ଛୁଆ କୁ ଧରି ନିଜ ଘରୁ ଖରିଆର ଯାଉଥିବା ସମୟରେ ଗୋଲାମୁଣ୍ଡା ପୁରୁଣା ବ୍ଲକ ଅଫିସ ସମ୍ମୁଖ ବିଜୁ 4ୱେ ଠାରେ ଭାରସାମ୍ୟ ହରାଇ ବାଇକ ରୁ ଖସିପଡିଲେ ନିରୁପମା ନାଏକ. ଦୁର୍ଘଟଣା ହେବାରୁ ମହିଳା ଜଣକ ପଡି ଗୁରୁତର ହୋଇଯାଇଥିଲେ. ଖବର ପାଇ ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ଘଟଣା ସ୍ଥଳ କୁ ପହଞ୍ଚି ନିଜ ଗାଡି ରେ ଗୁରୁତର ଙ୍କୁ ଗୋଲାମୁଣ୍ଡା ଡାକ୍ତରଖାନା କୁ ନେଇ ଚିକିତ୍ସା କରାଇଥିଲେ. ଏବଂ ତାଙ୍କର ଚାରିମାସ ର ଶିଶୁ କୁ ସମାଜ ସେବୀ କାଖେଇ ନେଇ ଥିଲେ ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ମସିହା

Related posts

କୃଷିରେ ସଘନ ସମ୍ପ୍ରସାରଣ ଅଭିଯାନ ଅନ୍ତର୍ଗତ ସହାୟକ ସମ୍ପ୍ରସାରଣ କର୍ମୀଙ୍କ ପ୍ରଶିକ୍ଷଣ ଓ ସଚେତନତା କର୍ମଶାଳା

Sunil Chandra Nayak

ବିଜ୍ଞାନର ଦ୍ଵାହିଦେଇ ଧାର୍ମିକ ବିଶ୍ୱାସର ପରିହାସ ନିନ୍ଦନୀୟ – କୁସୁମ..

Sunil Chandra Nayak

ବ୍ଳକ ସ୍ତରୀୟ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର

Sunil Chandra Nayak

Leave a Comment

error: Content is protected !!