ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାରୀଡି ପଞ୍ଚାୟତରେ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

ଗାରୀଡି ପଞ୍ଚାୟତରେ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

ବନ୍ଧୁଗାଁ ତା ୧୮/୧୦/୨୩ //  ଆଜି ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ଗାରିଡି ପଞ୍ଚାୟତରେ ଚଳିତ ବର୍ଷର ୭୫ ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଛି । ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ମାତି ମାଣ୍ଡିଙ୍ଗ ଙ୍କ ଉପସ୍ଥିତିରେ ପଞ୍ଚାୟତର ବରିଷ୍ଟ କର୍ମୀ ଶ୍ରୀ ଗୋପିନାଥ ବିଡିକା, ବିଜେଡ଼ି ପଞ୍ଚାୟତ ସଭାପତି ଅନାମ ବିଡିକା, ବିଜେଡ଼ି ଜୋନ ୨ କୋଡ଼ିନେଟର ଦସମତି ପ୍ରାସ୍କା ,ବରିଷ୍ଟ ବିଜେଡ଼ି କର୍ମୀ ଗୁରୁନାଥ ନାଗ,ଓ ପୁର୍ବତନ ନାଏବ ସରପଞ୍ଚ ଉପସ୍ଥିତିରେ ଭତ୍ତା ଟଙ୍କା ବଣ୍ଟନ କରାଯାଇଛି ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

କାଳୀକୃଷ୍ଣ ସଂଘର ମହାବିଷ୍ଣୁ ଯଜ୍ଞ ପାଇଁ ଭୂମିପୂଜନ

masiha

ବିଷ୍ଣୁପ୍ରିୟା ଚାରି ଟେବୁଲ୍ ଟ୍ରଷ୍ଟ,ଓଡ଼ିଶା ପକ୍ଷରୁ ୭୫ ତମ ବନ ମହୋତ୍ସବ ସପ୍ତାହ ପାଲିତ 

masiha

ମାନ୍ୟବର ଗଣଶିକ୍ଷା ମନ୍ତ୍ରୀଙ୍କୁ ୬ଦଫା ଦାବିପତ୍ର ପ୍ରଦାନ

masiha

Leave a Comment

error: Content is protected !!