ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆତ୍ମସୁରକ୍ଷ୍ୟା ତାଲିମ ଶିବିର

ଜୁନାଗଡ଼, ୨୮/୩(ନି.ପ୍ର)ଜୁନାଗଡ଼ ଚମେଳି ଦେବୀ ମହିଳା ମହାବିଦ୍ୟାଳୟ ଠାରେ ଆତ୍ମରକ୍ଷ୍ୟା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କୁ କଲେଜ ପ୍ରତିଷ୍ଠାତା ଲୟନ ମାଣିକ ଚାନ୍ଦ ଅଗ୍ରୱାଲ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ଚମେଲୀଦେବୀ ମହାବିଦ୍ୟାଳୟ ଅଧକ୍ଷା ପ୍ରିୟ ମଞ୍ଜରୀ ପଣ୍ଡା, ଅଧ୍ୟାପକ ବିଶ୍ୱ ପତି ମୁଣ୍ଡ,ଅଧ୍ୟାପକ ରୁଦ୍ର ନାରାୟଣ ବେହେରା,ଖେଳ ଶିକ୍ଷକ ଦୁର୍ଗା ଶଙ୍କର ସିଂ | କାର୍ଯ୍ୟକ୍ରମ ସହଯୋଗ କରିଥିଲେ ଅଧ୍ୟାପକ ଚନ୍ଦ୍ରଚୁଡ ବେହେରା,ଅଧ୍ୟାପିକା ନଳିନୀ ପ୍ରଭା ମହାନ୍ତି | ମହାବିଦ୍ୟାଳୟ ର ୧୨୮ ଛାତ୍ରୀ ମାନଙ୍କୁ ସେଲ୍ଫ ଡିଫେନସ ଟ୍ରେନର ଜଲୀ ପରାଭଏ ତାଲିମ ଦେଇଥିଲେ। ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ ।

Related posts

ଗୋପାଳପୁର ବନ୍ଦରର ବିକାଶ ଓ ବିସ୍ତାର ପାଇଁ ବନ୍ଦର କର୍ତ୍ତୃପକ୍ଷ ଓ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷରିତ

ଲିଭିଂ ହୋପ ଇଂଲିଶ ସ୍କୁଲର Kids Play School ଉଦଘାଟନୀ ଉତ୍ସବ

Sunil Chandra Nayak

ଫୁଲବାଣୀ ନେହେରୁ ଯୁବକେନ୍ଦ୍ର ଦ୍ୱାରା ସ୍ୱଚ୍ଛତା ଏବଂ ଶ୍ରମଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!