ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋମନାରେ ଜନ ଶୁଣାଣି ଶିବିର

ନୂଆପଡା ଜିଲ୍ଲା କୋମନା ବ୍ଲକ ସ୍ତରୀୟ ଜନ ଶୁଣାଣି ଶିବର ବ୍ଲକର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଜନ ଶୁଣାଣିରେ ମନରେଗା,ଖାଦ୍ୟ ସୁରକ୍ଷା ଆଇନ,ମମତା ଯୋଜନା ଆଦି ସଂପର୍କରେ ଜନ ଶୁଣାଣି କରା ଯାଇଛି । ଏହି ଜନ ଶୁଣାଣିରେ ନୂଆପଡା ପିଡି ଡିଆରଡିଏ ମଧୁଛନ୍ଦା ସାହୁ, ବିଡିଓ ସୁଶାନ୍ତ କୁମାର ରଣା,ବ୍ଲକ ଅଧ୍ୟକ୍ଷା ଅନୁସୁୟା କୁମ୍ଭାର,ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଦୀପିକା କୌଶଳ୍ୟା,ବ୍ଲକ ଉପାଧ୍ୟକ୍ଷ ଜୟଦେବ ପ୍ରଧାନ, ୩୨ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା, ଜିଲ୍ଲା ପରିଷଦ ସଭ୍ୟ ପ୍ରମୁଖ ଯୋଗଦାନ କରି ଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବନ୍ଧୁତ୍ବ ଇଜି ବଲ ମ୍ୟାଚ ଅନୁଷ୍ଠିତ

Sunil Chandra Nayak

ଆମ ଓଡ଼ିଶା ପକ୍ଷରୁ ଧର୍ମଗଡ ରକ୍ତ ଭଣ୍ଡାର ଠାରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର

Sunil Chandra Nayak

କବିତା – ହେ ଗୋପୀ ବଲ୍ଲଭ

Sunil Chandra Nayak

Leave a Comment

error: Content is protected !!