ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଳାମୁଣ୍ଡାଠାରେ ଜନକଲ୍ୟାଣ ସାମ୍ବାଦିକ ପକ୍ଷରୁ ପ୍ରେସ ଦିବସ ପାଳିତ

ଗୋଳାମୁଣ୍ଡାଠାରେ ଜନକଲ୍ୟାଣ ସାମ୍ବାଦିକ ପକ୍ଷରୁ ପ୍ରେସ ଦିବସ ପାଳିତ

ଗୋଳାମୁଣ୍ଡା/୧୬/୧୧/୨୩/ନିର୍ଭୟ ନିରପେକ୍ଷ ମସିହା/ଆଜି ସାରା ଭାରତରେ ଜାତୀୟ ପ୍ରେସ ଦିବସ ପାଳିତ ହେଇଥିବା ବେଳେ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଜନକଲ୍ୟାଣ ସାମ୍ବାଦିକ ସଙ୍ଘ ପକ୍ଷରୁ ଗୋଳାମୁଣ୍ଡା ଠାରେ ପ୍ରେସ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜନକଲ୍ୟାଣ ସାମ୍ବାଦିକ ସଂଘର ସଭାପତି ରାମ କୁମାର ସେନାପତି,ଉପ ସଭାପତି ଲବଜି ପୁଟେଲ,ସମ୍ପାଦକ ଈଶ୍ୱର ପୁଟେଲ ସହ ସମ୍ପାଦକ କପୁରଚନ ସେଠିଆ,କୋଷାଧ୍ୟକ୍ଷ ରବୀନ୍ଦ୍ର ରାଉତ,ପ୍ରିୟକୃଷ୍ଣ ପଟେଲ, କ୍ଷୀରସିନ୍ଧୁ ପୁଟେଲ,ବିସିକେଶନ ଜ୍ୟୋତିଷ, ଧନେଶ୍ୱର ଭାଟି,ବ୍ରହ୍ମା କାଣ୍ଡ,ସରୋଜ ମୁଣ୍ଡ, ସୁରେନ୍ଦ୍ର ଭୋଇ, କୃଷ୍ଣଚନ୍ଦ୍ର ମହାନନ୍ଦ, ପୂର୍ଣ୍ଣଚନ୍ଦ୍ର ସରାଫ,ମାନସ ରାଉତ,ଶ୍ୟାମସୁନ୍ଦର ଅଗ୍ରୱାଲ,ଲୋକନାଥ ଟୋଲଟିଆ, ଚନ୍ଦ୍ର ଧ୍ଵଜ କେତକୀ ପ୍ରମୁଖ ଉପସ୍ଥିତ ଥିଲେ ।

ରାମ କୁମାର ସେନାପତିଙ୍କ ରିପୋର୍ଟ, ପ୍ରଗତି ଶିଲ ମସିହା

Related posts

ବିଦ୍ୟାଳୟ ମଧ୍ୟ ଦେଇ ଯିବାକୁ ଥିବା ସ୍ୱରେଜ ପାଇପକୁ ବିରୋଧ 

masiha

ଗରିବରର ବନ୍ଧୁ ଡ଼ଃ.ଅନ୍ନଦା ଶଙ୍କର ଦାଶ ଙ୍କ ମହାନତା

Sunil Chandra Nayak

କର୍ଲାପାଟ୍ ଅଭୟାରଣ୍ୟର ଜଙ୍ଗଲୀ ମୂଳକରେ ବଞ୍ଚିବାର ରାହା ଖୋଜୁଛନ୍ତି ଆଦିବାସୀ

Sunil Chandra Nayak

Leave a Comment

error: Content is protected !!