ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ରାଜପୁର ସ୍କୁଲରେ ରାଣୀଲଷ୍ମୀବାଇ ପ୍ରଶିକ୍ଷଣ ଶିବିର

ରାଜପୁର ସ୍କୁଲରେ ରାଣୀଲଷ୍ମୀବାଇ ପ୍ରଶିକ୍ଷଣ ଶିବିର 

ଚିଲିଗୁଡା ତା ୨୧/୧୧ ( ମ ନି ସ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ରାଜପୁର ସରକାରୀ ଉର୍ଣ୍ଣିତ ଉଚ୍ଚ ବିଦ୍ୟାଳୟ ଠାରେ ରାଣୀ ଲଷ୍ମୀବାଇ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜିତ ମେହେରଙ୍କ ନେତୃତ୍ୱରେ ବିଦ୍ୟାଳୟର ଷଷ୍ଠ ରୁ ଦଶମ ଶ୍ରେଣୀ ଛାତ୍ରୀ ମାନଙ୍କୁ ନେଇ ଏହି ପ୍ରଶିକ୍ଷଣ ଆରମ୍ଭ କରାଯାଇଛି ।ଏହି ଶିବିର ମାସକୁ ୧୫ ଦିନ ଧରି ଚାଲୁ ରହିବ । ଛାତ୍ରୀ ମାନଙ୍କୁ ଏହି ପ୍ରଶିକ୍ଷଣ ଦେବା ପାଇଁ ଶିକ୍ଷୟତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।ଯାହା ଫଳରେ ସେମାନେ ଛାତ୍ରୀଙ୍କୁ ଉତ୍ତମ ପ୍ରଶିକ୍ଷଣ ଦେଇପାରିବେ ।ରାଜପୁର ସ୍କୁଲରେ ତେନ୍ତୁଳିପଡା ୟୁପିଏ ସ ର ଶିକ୍ଷୟତ୍ରୀ ସୁଭସ୍ମିତା ମଳିକ ଏବଂ ବଣି ଜରା ୟୁପିଏ ସ ର ଶିକ୍ଷୟତ୍ରୀ ଶିଳ୍ପା ସ୍ୱାଇଁ ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ ।ଏଥିରେ ବିଦ୍ୟାଳୟର ଶିକ୍ଷକ କନ୍ଦର୍ପ ନ।ଏକ ,ରାଜକିଶୋର ସାହୁ ,ଲବ କାନ୍ତ ଶବର ,ସନ୍ତୋଷ ପଣ୍ଡା ଏବଂ ଶିକ୍ଷୟତ୍ରୀ ଚାରୁଲତ। ନ।ଏକ ପ୍ରମୁଖ ସହଯୋଗ କରିଥିଲେ ।ଧନ୍ୟବାଦ ଅର୍ପଣ କରିଥିଲେ ବରିଷ୍ଠ ଶିକ୍ଷକ ସୁବାଷ ଚନ୍ଦ୍ର ନ।ଏକ ।

ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ୍ 

Related posts

ନୂଆ-ଓ-ଯୁବ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ଚତୁର୍ଥ ଦିନରେ ଖେଳକୁଦ ସହିତ ଆକର୍ଷଣ ହେଲା ରସି ଟଣା ଖେଳ 

masiha

ବିଦେଶରେ ନବରଙ୍ଗପୁର ଜିଲ୍ଲାର ବାପା ପୁଅଙ୍କୁ ସ୍ଵର୍ଣ ପଦକ

Sunil Chandra Nayak

ଆଦିବାସୀ ଭଲି ବଲ ଟୁର୍ନାମେନ୍ଟ ଉଦଯାପିତ,ରଙ୍ଗ ମାଟିଆ ଚମ୍ପିୟାନ 

masiha

Leave a Comment

error: Content is protected !!