ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ା ଜିଲ୍ଲା ତରବୋର୍ଡ ଠାରେ ଜିଲ୍ଲା ଧାନ କିଣା ଆରମ୍ଭ

ନୂଆପଡ଼ା ଜିଲ୍ଲା ତରବୋର୍ଡ ଠାରେ ଜିଲ୍ଲା ଧାନ କିଣା ଆରମ୍ଭ

 ନୂଆପଡ଼ା ଜିଲ୍ଲା ତରବୋର୍ଡ ଠାରେ ଜିଲ୍ଲା ର ଧାନ କିଣା ଆରମ୍ଭ କଲେ ଜିଲ୍ଲାପାଳ ହେମକାନ୍ତ ସାଏ ମଣ୍ଡିକୁ ଉଦଘାଟନ କଲେ। ଜିଲ୍ଲାରେ ଧାନ କିଣା ରେ କୌଣସି ଅସୁବିଧା ହେବ ନାହିଁ ଏବଂ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଛନ୍ତି। ଆସନ୍ତା ଦିନ ରେ ଜିଲ୍ଲା ରେ ଅନେକ ସ୍ଥାନ ରେ ମଣ୍ତି ଖୋଲି ଧାନ କ୍ରୟ ହେବ ବୋଲି ପ୍ରକାଶ କରିଛନ୍ତି।ଜିଲ୍ଲା ରେ ୪୪ ହଜାର ଚାଷୀ ପଞ୍ଜୀକୃତ କରିଥିବା ବେଳେ , ୭୬ ମଣ୍ଡିରେ ଧାନ କିଣା ହେବା ନେଇ ସ୍ଥିରୀକୃତ ହୋଇଅଛି। ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟ ରେ ୧୭ ଲକ୍ଷ ୯୨ ହଜାର କୁଇଣ୍ଟାଲ ଧାନ କ୍ରୟ ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି । ଜିଲ୍ଲାର ପାଞ୍ଚ ଗୋଟି ବ୍ଲକ ରେ ୨୬ ପେକ୍ସ ଧାନ କିଣିବେ।

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରେକ୍ଷାଳୟରେ ଏକ ରକ୍ତଦାନ ଶିବିର : ୫୦ ୟୁନିଟ୍ ରକ୍ତ ସଂଗୃହୀତ 

masiha

ଓ ଏସ ଇ ବି ଏମ୍ପୋଇଜ ୟୁନିୟନ ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ରେ ଶୋଭାଯାତ୍ରା ଓ ସଭା ଅନୁଷ୍ଠିତ

masiha

ନବରଙ୍ଗପୁର ପୌର ନିର୍ବାହୀ ଅଧିକାରୀ ଙ୍କୁ ଜିଲ୍ଲା ଖାଉଟି ଅଦାଲତଙ୍କ ନୋଟିସ୍ ଜାରି ଦୋକାନ ଗୃହ ଯୋଗାଣରେ ଅନିୟମିତତା ଅଭିଯୋଗ

masiha

Leave a Comment

error: Content is protected !!