ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ା ଜିଲ୍ଲା ତରବୋର୍ଡ ଠାରେ ଜିଲ୍ଲା ଧାନ କିଣା ଆରମ୍ଭ

ନୂଆପଡ଼ା ଜିଲ୍ଲା ତରବୋର୍ଡ ଠାରେ ଜିଲ୍ଲା ଧାନ କିଣା ଆରମ୍ଭ

 ନୂଆପଡ଼ା ଜିଲ୍ଲା ତରବୋର୍ଡ ଠାରେ ଜିଲ୍ଲା ର ଧାନ କିଣା ଆରମ୍ଭ କଲେ ଜିଲ୍ଲାପାଳ ହେମକାନ୍ତ ସାଏ ମଣ୍ଡିକୁ ଉଦଘାଟନ କଲେ। ଜିଲ୍ଲାରେ ଧାନ କିଣା ରେ କୌଣସି ଅସୁବିଧା ହେବ ନାହିଁ ଏବଂ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଛନ୍ତି। ଆସନ୍ତା ଦିନ ରେ ଜିଲ୍ଲା ରେ ଅନେକ ସ୍ଥାନ ରେ ମଣ୍ତି ଖୋଲି ଧାନ କ୍ରୟ ହେବ ବୋଲି ପ୍ରକାଶ କରିଛନ୍ତି।ଜିଲ୍ଲା ରେ ୪୪ ହଜାର ଚାଷୀ ପଞ୍ଜୀକୃତ କରିଥିବା ବେଳେ , ୭୬ ମଣ୍ଡିରେ ଧାନ କିଣା ହେବା ନେଇ ସ୍ଥିରୀକୃତ ହୋଇଅଛି। ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟ ରେ ୧୭ ଲକ୍ଷ ୯୨ ହଜାର କୁଇଣ୍ଟାଲ ଧାନ କ୍ରୟ ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି । ଜିଲ୍ଲାର ପାଞ୍ଚ ଗୋଟି ବ୍ଲକ ରେ ୨୬ ପେକ୍ସ ଧାନ କିଣିବେ।

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବିଶ୍ବଶାନ୍ତି ପ୍ରତିଷ୍ଠା ପାଇଁ ପୂଜା ଓ ଜ୍ଞାନଯଜ୍ଞ କାର୍ଯ୍ୟକ୍ରମରେ ସଂଗଠନ, ସାମ୍ବାଦିକା ଓ ସାମ୍ବାଦିକ ସମ୍ବର୍ଦ୍ଧିତ

masiha

ବର୍ଣ୍ଣବୋଧ ଶିକ୍ଷା ର ପ୍ରସାର ପାଇଁ ପ୍ରୟାସ ଆରମ୍ଭ କଲେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ 

Sunil Chandra Nayak

ପ୍ରଣବ ପଟ୍ଟନାୟକଙ୍କ ସମେତ ମହମ୍ମଦ ରଫି ଓ ଲତାଙ୍କୁ ସଙ୍ଗୀତ ତରଙ୍ଗ ମ୍ୟୁଜିକ୍ କ୍ଲବର ସଙ୍ଗୀତମୟ ଶ୍ରଦ୍ଧାଞ୍ଜଳି

Sunil Chandra Nayak

Leave a Comment

error: Content is protected !!