ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଖଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆଇ.ୱାଇ . ଡି. ପି.କାର୍ଯ୍ୟକ୍ରମ ଅନୁଷ୍ଠିତ

ଖଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆଇ.ୱାଇ . ଡି. ପି.କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଜି ଅର୍ଥାତ୍  ଶନିବାର ୨୫/୧୧/୨୩ ଦିନ ଖଲିକୋଟ ଉଚ୍ଚ ମାଧ୍ୟମିକ କ୍ରୀଡା ଉତ୍ସବ ଓଡ଼ିଶା ସରକାରଙ୍କ IYDP ଇଣ୍ଟିଗ୍ରେଟେଡ ୟୁଥ୍ ଡେଭଲପମେଣ୍ଟ ପ୍ରୋଗ୍ରାମ ପରିଚାଳିତ ଯୋଜନା ଅନୁସାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟଅତିଥି ଭାବେ ଖଲିକୋଟ ଏକକ ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ଯୋଗ ଦେଇଥିଲେ l ଖଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ଶ୍ରୀ ରାଧାକାନ୍ତ ନାୟକଙ୍କ ପୌରହିତ୍ୟରେ ସମସ୍ତ୍ କ୍ରୀଡା ପ୍ରତିଯୋଗିତା ଗୁଡ଼ିକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଉତ୍ସବରେ ନୋଡାଲ ଅଫିସର ଶ୍ରୀ ଦାଶରଥି ମୁର୍ମୁ ଉପସ୍ଥିତ ରହି ପରିଚାଳନାର ଦାୟିତ୍ଵ ବହନ କରିଥିଲେ l ଏଥି ସହିତ ପ୍ରମୋଦ କୁମାର ଚୌଧୁରୀ ଓ ସଂଗୀତା ବିଶୋଇଙ୍କର ମିଳିତ ଉଦ୍ୟମରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା l 

ମସିହା ନିୟୁଜ୍ ସର୍ଭିସ୍

Related posts

ଦିଲ୍ଲୀ ନ୍ଯାସନାଲ ପାଓ୍ବାର ଲିଫ୍ଟିଂ ଡେଡଲିଫ୍ଟ ଚ୍ଯାମ୍ପିୟନସିପ୍ -୨୦୨୫ରେ ରୋହିତ ରାଜ ଭଟ୍ଟଙ୍କ ସ୍ବର୍ଣ୍ଣ ପଦକ ଲାଭ

masiha

ଓଡିଶା ସିତୋରିଓ କରାଟେ ଆସୋସିଏସନର ରକି ଖାଡିଆଙ୍କ ଆନ୍ତର୍ଜାତିକ ପଦକ ଲାଭ

ସନ୍ତୋଷ ଟ୍ରଫି ପାଇଁ ଓଡ଼ିଶା ଦଳରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ର ଫୁଟବଲ ଖେଳାଳି ହରିଶଙ୍କର 

Sunil Chandra Nayak

Leave a Comment

error: Content is protected !!