ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଖଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆଇ.ୱାଇ . ଡି. ପି.କାର୍ଯ୍ୟକ୍ରମ ଅନୁଷ୍ଠିତ

ଖଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆଇ.ୱାଇ . ଡି. ପି.କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଜି ଅର୍ଥାତ୍  ଶନିବାର ୨୫/୧୧/୨୩ ଦିନ ଖଲିକୋଟ ଉଚ୍ଚ ମାଧ୍ୟମିକ କ୍ରୀଡା ଉତ୍ସବ ଓଡ଼ିଶା ସରକାରଙ୍କ IYDP ଇଣ୍ଟିଗ୍ରେଟେଡ ୟୁଥ୍ ଡେଭଲପମେଣ୍ଟ ପ୍ରୋଗ୍ରାମ ପରିଚାଳିତ ଯୋଜନା ଅନୁସାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟଅତିଥି ଭାବେ ଖଲିକୋଟ ଏକକ ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ଯୋଗ ଦେଇଥିଲେ l ଖଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ଶ୍ରୀ ରାଧାକାନ୍ତ ନାୟକଙ୍କ ପୌରହିତ୍ୟରେ ସମସ୍ତ୍ କ୍ରୀଡା ପ୍ରତିଯୋଗିତା ଗୁଡ଼ିକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଉତ୍ସବରେ ନୋଡାଲ ଅଫିସର ଶ୍ରୀ ଦାଶରଥି ମୁର୍ମୁ ଉପସ୍ଥିତ ରହି ପରିଚାଳନାର ଦାୟିତ୍ଵ ବହନ କରିଥିଲେ l ଏଥି ସହିତ ପ୍ରମୋଦ କୁମାର ଚୌଧୁରୀ ଓ ସଂଗୀତା ବିଶୋଇଙ୍କର ମିଳିତ ଉଦ୍ୟମରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା l 

ମସିହା ନିୟୁଜ୍ ସର୍ଭିସ୍

Related posts

ଧର୍ମଗଡ଼ ଏନ୍ଏସି ପକ୍ଷରୁ ପ୍ରଥମ ଥର ପାଇଁ ମହିଳା କ୍ରିକେଟ ପ୍ରତିଯୋଗିତା କେନ୍ଦ୍ରୀୟ ବିଦ୍ୟାଳୟ ଏକାଦଶ ଚମ୍ପିୟାନ

masiha

ରାୟଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାର ଉଦ୍‌ଘାଟନ ଉତ୍ସବ

Sunil Chandra Nayak

ଆନ୍ତ ଜିଲ୍ଲା ସାହାଣୀ କପ ଫୁଟବଲର ପ୍ରଥମ ମ୍ୟାଚରେ ଦମଦାର ପ୍ରଦର୍ଶନ 

masiha

Leave a Comment

error: Content is protected !!