ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଈଚିଣ୍ଡା ଯୁବ ମୋର୍ଚ୍ଚା ତରଫରୁ ଶ୍ରଦ୍ଧାଳୁଙ୍କ ପାନୀୟ ଜଳ ଓ ଚା’ ବଣ୍ଟନ

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଈଚିଣ୍ଡା ଯୁବ ମୋର୍ଚ୍ଚା ତରଫରୁ ଶ୍ରଦ୍ଧାଳୁଙ୍କ ପାନୀୟ ଜଳ ଓ ଚା’ ବଣ୍ଟନ

 ମୟୂରଭଞ୍ଜ – ୨୮/୧୧ ( ମସିହା)ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରେ ୨୦ ହଜାରରୁ ଉର୍ଦ୍ଧ୍ବ ଜନ ସମାଗମ ହୋଇଥିଲା ।ସକାଳେ ପ୍ରବଳ ଶୀତଳ ଲହରି ଥିଲା । ବୁଢ଼ାବୁଢ଼ୀ, ଶ୍ରଦ୍ଧାଳୁ,ସହରର ଆବାଳ ବୃଦ୍ଧ ବନିତା ନଦୀରେ ଡ଼ଙ୍ଗା ଭସାଇ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ।ପ୍ରବଳ ଶୀତରୁ ରକ୍ଷା ଓ ଉପଶମ ପାଇଁ ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ଈଚିଣ୍ଡା ଗ୍ରାମର ଈଚିଣ୍ଡା ଯୁବ ମୋର୍ଚା ତରଫରୁ ପିଇବା ପାଣି ଓ ଚା’ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।୫୦୦୦ ରୁ ଉର୍ଦ୍ଧ୍ବ ଭକ୍ତଙ୍କୁ ଚା ପ୍ରଦାନ କରିଥିଲେ ।କରୁଥିବା ଭିକାରୀ ,ଗରୀବ ଗୁରୁଵା ମାନଙ୍କୁ ମଧ୍ୟ ଗରମ ତା’ର ବଣ୍ଟନ କରିଥିଲେ ।ତାଙ୍କର ଏଭଳି ସାମାଜିକ କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରିବା ସହ ସେମାନଙ୍କୁ ଆଶୀର୍ବାଦ ଦେଇଥିଲେ ।କାର୍ଯ୍ଯକ୍ରମରେ ପ୍ରଶାନ୍ତ ମହାକୁଡ଼,ଦେବାଶିଷ ମହାରଣା, ମୃତ୍ୟୁଞ୍ଜୟ ମହାନ୍ତ,,ରଥ ମହାନ୍ତି,ସୁବାଷ ମହାରଣା ଏବଂ ଅନ୍ୟ ୫୦ ରୁ ଉର୍ଦ୍ଧ୍ବ ସଦସ୍ୟ ସହଯୋଗ କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

୨ ବସଷ୍ଟାଣ୍ଡରେ ଦୀର୍ଘ ଦିନରୁ ବନ୍ଦ ରହିଛି ଏଲଇଡି ଟିଭି।ମରାମତି ପାଇଁ ଚୁପ ରହିଛି ଏନଏସି କତ୍ତୃପକ୍ଷ୍ୟ

Sunil Chandra Nayak

ସହର ସେବା ସମିତିର ସଂଗୀତ ସଂଧ୍ୟା

୩ଦଫା ଦାବି ନେଇ ବିଇଓ ଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!