ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦରଦୀ ବଂଧୁ ଫାଉଣ୍ଡେସନ୍ ପକ୍ଷରୁ ରକ୍ତଦାନ ଶିବିର ନେଇ ପ୍ରସ୍ତୁତି 

ଦରଦୀ ବଂଧୁ ଫାଉଣ୍ଡେସନ୍ ପକ୍ଷରୁ ରକ୍ତଦାନ ଶିବିର ନେଇ ପ୍ରସ୍ତୁତି 

କଟକ : କଟକ ଜିଲ୍ଲା କଟକ ସଦର ବ୍ଲକ୍ ଅଂଚଳର ସାମାଜିକ ସଂଗଠନ “ଦରଦୀ ବଂଧୁ ଫାଉଣ୍ଡେସନ୍” ପକ୍ଷରୁ ଚଳିତ ଡିସେମ୍ବର ମାସ ଦଶ ତାରିଖ ରବିବାର ଦିନ ତେଲଦିଆ,ସୋମପୁର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଏକ ସ୍ଵଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଟିତ ହେବାକୁ ଯାଉଅଛି । ଏହି ଶିବିର ରେ ସ୍ଵଚ୍ଛାସେବୀ ମାନେ ରକ୍ତଦାନ କରିବାକୁ ଫାଉଣ୍ଡେସନ୍ ପକ୍ଷରୁ ସାଧାରଣରେ ନିବେଦନ କରାଯାଇଛି ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ବିଶ୍ରା ବ୍ଲକର ବର୍ଷା ପ୍ରଭାବିତ ଅଞ୍ଚଳ ପରିଦର୍ଶନରେ ବିଧାୟକ. ଲଗାଣ ବର୍ଷା ଯୋଗୁଁ ବିଶ୍ରା ବ୍ଲକର ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି

Sunil Chandra Nayak

ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଲେ ପୁରାତନ ଛାତ୍ରଛାତ୍ରୀ

masiha

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ଵ ଶିଶୁ ଶ୍ରମିକ ବିରୋଧୀ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!