ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦରଦୀ ବଂଧୁ ଫାଉଣ୍ଡେସନ୍ ପକ୍ଷରୁ ରକ୍ତଦାନ ଶିବିର ନେଇ ପ୍ରସ୍ତୁତି 

ଦରଦୀ ବଂଧୁ ଫାଉଣ୍ଡେସନ୍ ପକ୍ଷରୁ ରକ୍ତଦାନ ଶିବିର ନେଇ ପ୍ରସ୍ତୁତି 

କଟକ : କଟକ ଜିଲ୍ଲା କଟକ ସଦର ବ୍ଲକ୍ ଅଂଚଳର ସାମାଜିକ ସଂଗଠନ “ଦରଦୀ ବଂଧୁ ଫାଉଣ୍ଡେସନ୍” ପକ୍ଷରୁ ଚଳିତ ଡିସେମ୍ବର ମାସ ଦଶ ତାରିଖ ରବିବାର ଦିନ ତେଲଦିଆ,ସୋମପୁର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଏକ ସ୍ଵଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଟିତ ହେବାକୁ ଯାଉଅଛି । ଏହି ଶିବିର ରେ ସ୍ଵଚ୍ଛାସେବୀ ମାନେ ରକ୍ତଦାନ କରିବାକୁ ଫାଉଣ୍ଡେସନ୍ ପକ୍ଷରୁ ସାଧାରଣରେ ନିବେଦନ କରାଯାଇଛି ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ପ୍ରହସନ ପାଲଟିଛି ଜନଶୁଣାଣୀ ଶିବିର, ନ୍ଯାୟ ପାଇବାରୁ ବଞ୍ଚିତ ଜନସାଧାରଣ

masiha

ଓଡ଼ିଶା ସାମ୍ୱାଦିକତା କ୍ଷେତ୍ରରେ ଡ଼. ପ୍ରଦୀପ ମହାପାତ୍ର ଜଣେ ଉଜ୍ବଳତମ ନକ୍ଷତ୍ର ଥିଲେ : ପ୍ରେମ୍‌‍ ସଭାପତି ଜାକୋବ୍‌‍ ଥୁଣ୍ଡ୍ରିଲ

masiha

ଜଳେଶ୍ଵର ପୌରପାଳିକା କାର୍ଯ୍ୟାଳୟର ସର୍ବ ଭାରତୀୟ ସ୍ବାୟତ୍ତ ଶାସନ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!