ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଳ୍ପୋଦ୍ୟୋଗୀ ବିକାଶ ତାଲିମ ଶିବିର ଉଦଯାପିତ

ଉତ୍କେଲା :୦୭.୦୨ :// ଓଡିଶା ସରକାରଙ୍କ ଶିଳ୍ପ ନିର୍ଦ୍ଦେଶାଳୟ ଦ୍ବାରା ପ୍ରାୟୋଜିତ ଏବଂ ଶିଳ୍ପୋଦ୍ୟୋଗୀ ବିକାଶ ପ୍ରତିଷ୍ଠାନ,ଭୁବନେଶ୍ବର ଦ୍ବାରା ଆୟୋଜିତ ଦୁଇ ସପ୍ତାହ ଅବଧିର ଶିଳ୍ପୋଦ୍ୟୋଗୀ ବିକାଶ ତାଲିମ ଶିବିର ଉଦଯାପିତ ହୋଇଯାଇଛି ।ଉଦଯାପନୀ ଦିବସରେ ତାଲିମ ଅଫିସର ଗୋକୁଳାନନ୍ଦନ ଭୋଳ,ରାଉରକେଲା ଷ୍ଟିଲ ପ୍ଳାଣ୍ଟ ର ଅବସରପ୍ରାପ୍ତ ଅଧିକାରୀ ଗୋପବନ୍ଧୁ ପ୍ରଧାନ, ଚାଚା ନେହେରୁ ବିଦ୍ୟାମନ୍ଦିର ଉତ୍କେଲା ପ୍ରଧାନ ଶିକ୍ଷକ ବିରଞ୍ଚିନାରାୟଣ ପ୍ରଧାନ,ଈନ୍ଦିରା ବାଳିକା ଉଚ୍ଚ ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଶିକ୍ଷକ ହେମନ୍ତ ସାହୁ ଅତିଥି ଭାବେ ଯୋଗଦେଇ ଥିଲେ। କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ହିମାଂଶୁ ଶେଖର ପ୍ରଧାନ ସଂପାଦକ ଯାଗରଣ କଳାହାଣ୍ଡି। ଲାବଣ୍ୟ ପ୍ରଧାନ,ଭୁବନେ ସାହୁ ସହଯୋଗ କରିଥିଲେ।

ଶିଳ୍ପୋଦ୍ୟୋଗୀ ମାନଙ୍କୁ ସଫଳତାର ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।ଏହି ଶିବିରରେ ୩୦ ଜଣ ଯୁବକ ଯୁବତୀ ଭବାନୀପାଟଣା,କେସିଙ୍ଗା,ନର୍ଲା,ମ.ରାମପୁର ବ୍ଲକରୁ ଯୋଗଦେଇ ଥିଲେ।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ଧର୍ମଗଡ ରୁ ପୁଣି ଥରେ ବିଜେଡ଼ି ପ୍ରାର୍ଥୀ ହେଲେ ପୁଷ୍ପେନ୍ଦ୍ର ସିଂହଦେଓ 

masiha

ରାୟଗଡାରେ ଜିଲ୍ଲା ସ୍ତରୀୟ ପଞ୍ଚଦଶ ମତଦାତା ଦିବସ ପାଳିତ

masiha

ବେଦାନ୍ତ ହସ୍ପିଟାଲରେ ମେଗା ସ୍ୱାସ୍ଥ୍ୟ ଶିବିର 

masiha

Leave a Comment

error: Content is protected !!