ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଡ଼କ ଦୁର୍ଘଟଣା ଜଣେ ମୃତ୍ୟୁ 

ସଡ଼କ ଦୁର୍ଘଟଣା ଜଣେ ମୃତ୍ୟୁ 

 ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ୩୫୩ ଜାତୀୟ ରାଜପଥର ଖଡ଼ିଆଳ ରାଣୀପୁର ଗାଁ ନିକଟରେ ଟ୍ରାକ୍ଟର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା l ଘଟଣାସ୍ଥଳରେ ବାଇକ ଆରୋହୀ ମୃତ l ମୃତ ବାଇକ ଆରୋହୀ ଜଣକ ହେଲେ ଅବସର ପ୍ରାପ୍ତ ଫୋରେଷ୍ଟ ଖଡ଼ିଆଳ ନୀଳଜୀ ବନ୍ଧ ପଡ଼ାର ଡିଙ୍ଗର ହଂସ l ଖବରପାଇ ଖଡ଼ିଆଳ ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଦେହ ଉଦ୍ଧାର କରି ଖଡ଼ିଆଳ ଉପଖଣ୍ଡ ଡାକ୍ତର ଖାନାକୁ ବ୍ୟବଚ୍ଛେଦ ପାଇଁ ପଠେଇଛି l 

ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ୍ 

Related posts

ନୂତନ ଜିଲ୍ଲା ଶିକ୍ଷାଧିକାରୀ ଙ୍କ ଯୋଗଦାନ 

masiha

ବିଶୋଇ ଥାନା! ନିଆଁ ରେ ପୋଡ଼ି ମହିଳା ମୃତ

masiha

ଜଙ୍ଗଲକୁ ଶାଗ ତୋଳିବାକୁ ଯାଇ ଭାଲୁ ଆକ୍ରମଣରେ ଶିକାର 

masiha

Leave a Comment

error: Content is protected !!