ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ: ନୂତନ ମଣ୍ଡି ବଡଘୁମେର ରୁ ଉଠିଲା ଧାନ

ଧର୍ମଗଡ: ନୂତନ ମଣ୍ଡି ବଡଘୁମେର ରୁ ଉଠିଲା ଧାନ

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବଡଘୁମେର ମଣ୍ଡି ରୁ ଆଜି ପ୍ରଥମଥର ଧାନ ଉଠାଣ ହୋଇଛି । ଦୀର୍ଘ ଦିନରୁ ବଡଘୁମେର, ଖୁଟୁଲୁଗୁଡା ଏବଂ ବୋଡେନ ପଞ୍ଚାୟତ ର ଅଏଁଲାଯୋର ଚାଷୀ ପର୍ଲା ମଣ୍ଡି ରେ ଧାନ ବିକ୍ରୟ କରୁଥିଲେ । ହେଲେ ସ୍ଥାନୀୟ ଚାଷୀ ମାନଙ୍କ ଉଦ୍ୟମ ଏବଂ ଏଆର ସିଏସ୍ ଓ ସ୍ଥାନୀୟ ପ୍ରଶାସନ ର ଉଦ୍ୟମ କ୍ରମେ ଏଠାରେ ଏକ ନୂତନ ସମବାୟ ସମିତି କାର୍ଯିକାରୀ ହୋଇଛି । ଏଠାରେ ମଣ୍ଡି ପ୍ରତିଷ୍ଠା କୁ ଏହି ଅଞ୍ଚଳର କିଛି ନ୍ୟସ୍ତ ସ୍ବାର୍ଥ ଗୋଷ୍ଠୀ ବିରୋଧ କରି ଆସୁଥିଲେ । ତେବେ ଚାଷୀଙ୍କ ଉଦ୍ୟମ ଆଗରେ ତାଙ୍କର ଚାଲବାଜ୍ ଫେଲ ମାରିଥିଲା ।ଆଜି ମଣ୍ଡି ର ପ୍ରଥମ ଦିଵସରେ ତିନିଜଣ ଚାଷୀ ଙ୍କ ୧୫୧କ୍ବିଣ୍ଟାଲ ସଭାପତି ହୄଷିକେଶ ଗୋପାଳ, ସୁମନ୍ତ ଗୋପାଳ, ସରପଞ୍ଚ ଜନ୍ମେଜୟ ଗୋପାଳ,ଶଙ୍କ୍ରଧର ପଟେଲ,ଦିଲିପ ମେହେର, ପେକ୍ସ ସଂପାଦକ ହେମନ୍ତ ନାଏକ,ଧବଳେଶ୍ବର ସୁନାନୀ, ସମେତ ଆରଏମସି ର କର୍ମଚାରୀ ଓ ବହୁଚାଷୀ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବିରୁଡି (ମହୁମାଛି )ଆତଙ୍କ, ବନ୍ଧକନା ସାପ୍ତାହିକ ବଜାରରେ ଲୋକେ ଛିନ୍ନଛତ୍ର,୧୩ରୁ ଅଧିକଙ୍କୁ ଆକ୍ରାନ୍ତ କଲା ବିରୁଡି,୪କଲମପୁର ଓ ୧୦ବନ୍ଧକନା ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି

masiha

ପ୍ରକାଶ ପାଇଲା ମେଧାଅନ୍ବେଷଣର ଫଳାଫଳ, ପ୍ରଥମ ସ୍ଥାନରେ ୩ ଜଣ

masiha

ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଏବଂ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ସମାପନ 

Sunil Chandra Nayak

Leave a Comment

error: Content is protected !!