ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁଲକିବନ୍ଦ କନ୍ୟା ଆଶ୍ରମ ରେ ଝାଡା ବାନ୍ତି 

କଲମପୁର – ଥୁଆମୂଳ ରାମପୁର – ୧/୪- ମ.ନି.ସ:- କଳାହାଣ୍ଡି ଜିଲ୍ଲା କଲମପୁର ବ୍ଳକ ବଡକୁଟ୍ରୃ ଗ୍ରାମ ଗ୍ରାମପଞ୍ଚାୟତ ନିକଟସ୍ଥ ଦୁଲକିବନ୍ଧ କନ୍ୟାଶ୍ରମର ପଚିଶ ଜଣ ଛାତ୍ରୀ ଝାଡା ଓ ବାନ୍ତିରେ ଆକ୍ରାନ୍ତ ହୋଇ କଲମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡ଼ାକ୍ତର ସୁବାଶିଷ ସ୍ୱାଇଁ ଙ୍କ କହିବା ଅନୁସାରେ ଖାଦ୍ୟ ଓ ପାନୀୟ ଜଳ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା ପ୍ରକାଶ କରିଛନ୍ତି ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ବେଣୁଧର ସୂତାର ଙ୍କ କବିତା ଯୌବନର ନୀଳ ସମ୍ମୋହନ

Sunil Chandra Nayak

ଟେମରି ଗ୍ରାମ ପଞ୍ଚାୟତରେ ଭିଜିଲାନ୍ସ ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

ଓଡ଼ିଶା ନାଟ୍ୟ ଦିବସ ପାଳନୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!