ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁଲକିବନ୍ଦ କନ୍ୟା ଆଶ୍ରମ ରେ ଝାଡା ବାନ୍ତି 

କଲମପୁର – ଥୁଆମୂଳ ରାମପୁର – ୧/୪- ମ.ନି.ସ:- କଳାହାଣ୍ଡି ଜିଲ୍ଲା କଲମପୁର ବ୍ଳକ ବଡକୁଟ୍ରୃ ଗ୍ରାମ ଗ୍ରାମପଞ୍ଚାୟତ ନିକଟସ୍ଥ ଦୁଲକିବନ୍ଧ କନ୍ୟାଶ୍ରମର ପଚିଶ ଜଣ ଛାତ୍ରୀ ଝାଡା ଓ ବାନ୍ତିରେ ଆକ୍ରାନ୍ତ ହୋଇ କଲମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡ଼ାକ୍ତର ସୁବାଶିଷ ସ୍ୱାଇଁ ଙ୍କ କହିବା ଅନୁସାରେ ଖାଦ୍ୟ ଓ ପାନୀୟ ଜଳ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା ପ୍ରକାଶ କରିଛନ୍ତି ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ବଳରାମ ପୂଜାରୀ ଙ୍କ କବିତା ଝୂଲ 

Sunil Chandra Nayak

ବୁଢ଼ାରଜା ଦଶରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିିଶେଷଜ୍ଞ ଡ଼ାକ୍ତର ନିଯୁକ୍ତି ଦାବୀ

Sunil Chandra Nayak

Leave a Comment

error: Content is protected !!