ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ବ୍ଲକ ସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

ବ୍ଲକ ସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

ରାଜନଗର ବ୍ଲକ ପ୍ରଶାସନ ପକ୍ଷ ରୁ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା ଆନୁକୂଲ୍ୟରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ  ଆଜି ଠାରୁ ଆରମ୍ଭ ହୋଇଛି ରାଜନଗର ବ୍ଲକ ର ମହିଷାସୁର ଓ ଦିଘୀ ପଡିଆ ରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଖେଳା ଯାଇଛି!ପ୍ରଥମ ଦିନରେ ମହିଷାସୁର ପଡିଆ ରେ 12ଟି ଟିମ ଓ ଦିଘୀ ପଡିଆରେ 10ଟି ଟିମ ଖେଳି ସାରିଛନ୍ତି ମହିଷାସୁର ଖେଳ ପଡିଆରେ ପ୍ରଥମ ମ୍ୟାଚ ରେ ବାଲିସାହି ପାଟଣା କୁ ହରେଇ ଚାରି ପୋଖରୀଆ, ରାଜଗଡ କୁ ହରେଇ ପ୍ରହାରାଜ ପୁର, ମାଆ ତାରିଣୀ କ୍ରିକେଟ କ୍ଲବ କୁ ହରେଇ ରାଜନଗର RGHS ଟିମ, ସାରଫ ସୁଟର ଟିମ କୁ ହରେଇ ରାଜନଗର ଇଲେଭେନ ଷ୍ଟାର, ମହାକାଳୀ କ୍ରିକେଟ ଟିମ କୁ ହରେଇ ହଣ୍ଟର ଇଲେଭେନ, କଣସରା ବିଦୁଆଶ୍ରାମ ଟିମ କୁ ହରେଇ ମହିଷାସୁର ଷ୍ଟାର୍ସ ବିଜୟୀ ହେଇଥିଲା ବେଳେ ଦିଘୀ ପଡିଆରେ ମାଆ ବୁଢ଼ୀ ଜାଗୁଳେଇ କ୍ରିକେଟ ଟିମ କୁ ହରେଇ BMC କ୍ରିକେଟ ଟିମ ବଳଭଦ୍ର ପୁର, AZAD FORWARD କ୍ରିକେଟ ଟିମ କୁ ହରେଇ ମାଆ ସାହାଡ଼ା ସୁନ୍ଦରୀ କ୍ରିକେଟ ଟିମ କୁ ହରେଇ ବାଟ ମଙ୍ଗଳା କ୍ରିକେଟ ଟିମ କୁ ହରେଇ ଖମାର ସାହି ର ଜୟ ବଜରଙ୍ଗ ବାଲି କ୍ରିକେଟ ଟିମ, ମାଆ ବୋଇତ ମଙ୍ଗଳା କ୍ରିକେଟ ଟିମ ଗ୍ରହ୍ମାଶିଖର କୁ ହରେଇ NNC କ୍ରିକେଟ ଟିମ ଭିତର ଗଡ ଟିମ କୁ ହରେଇ ମାଆ ଧୋବୀ ଚାନ୍ଦି କ୍ରିକେଟ ଟିମ କୁ ହରେଇ ଜୁନୁଷ ନଗର ର ମାଆ ତାରିଣୀ କ୍ରିକେଟ ଟିମ ବିଜୟୀ ହୋଇଛି!ଶେଷ୍ଟ 4ଟି ଟିମ ମହିଷାସୁର ଖେଳ ପଡିଆରେ ରେ 21 ତାରିଖ ଦିନ ସେମି ଫାଇନାଲ ଖେଳିବେ ଓ 22ତାରିଖ ଦିନ ମହିଷାସୁର ପଡିଆରେ ଫାଇନାଲ ମେଚ ଖେଳାଯିବ, ଏଇ କାର୍ଯ୍ୟକର୍ମ ରେ ରାଜନଗର ର ବିଡ଼ିଓ ନିଶାନ ମିଶ୍ର, ମହିଷାସୁର ସରପଞ୍ଚ ଅଶୋକ କୁମାର ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ, ଦିଘୀ ପଡିଆରେ ସରପଞ୍ଚ ସୁରେଖା ପ୍ରଧାନ, ଶୈଳେନ୍ଦ୍ର କୁମାର ମିଶ୍ର, ଜିତେନ୍ଦ୍ର ବିଶ୍ୱାଳ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ, କନିଷ୍ଟ ଯନ୍ତ୍ରୀ ପ୍ରଭାତ କୁମାର ମାଝୀ, BSSO ମନୋଜ କୁମାର ବେହେରା, ପଂଚାୟତ ନିର୍ଭାହୀ ଅଧିକାରୀ ଜ୍ୟୋତି ରଞ୍ଜନ ସାମଲ, ବିଜୟ କୁମାର ସେଠି, ଶୀତଲ କୁମାର ଜେନା ପ୍ରମୁଖ କାର୍ଯ୍ୟକର୍ମ ପରିଚାଳନା କରିଥିଲେ।

କେନ୍ଦ୍ରାପଡ଼ା ରୁ ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିଉଜ

Related posts

୨୦ ତମ ସର୍ବ ଭାରତୀୟ କ୍ରିକେଟ ଟୁର୍ଣ୍ଣଆମେଣ୍ଟ

Sunil Chandra Nayak

ମହାବୀର ନକଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

masiha

ପ୍ରଜ୍ଞା ମେମୋରିଆଲ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ଵୀତୀୟ ମ୍ୟାଚ୍ ବଲାଙ୍ଗୀର , ସ୍ପୋର୍ଟସ ହଷ୍ଟେଲ ୪ ଗୋଲରେ ବିଜୟୀ

Sunil Chandra Nayak

Leave a Comment

error: Content is protected !!