ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପାଞ୍ଚ ମହଲା କୋଠା ରୁ ପଡି ଯୁବକ ଙ୍କ ମୃତ୍ୟୁ

ପାଞ୍ଚ ମହଲା କୋଠା ରୁ ପଡି ଯୁବକ ଙ୍କ ମୃତ୍ୟୁ

ରାଜନଗର ବ୍ଲକ ଗୁପ୍ତି ପଂଚାୟତ ନରଣ ଗଡ଼ ଗ୍ରାମର ଅକ୍ଷୟ ବେହେରା ଙ୍କ ବଡପୁଅ ଅଜୟ ବେହେରା (22)ପୁନେ ରେ ପାଣି ପାଇପି ଶ୍ରମିକ ଭାବରେ କାମ କରୁଥିଲେ, କାମ କରୁଥିବା ସମୟରେ ଅସାବଧାନତା ବଶତଃ ପାଞ୍ଚ ମହଲା ରୁ ତଳ କୁ ଖସି ପଡ଼ିଥିଲେ, ନିକଟରେ ଥିବା ଲୋକ ମାନେ ତାଙ୍କୁ ଗୁରୁତର ଅବସ୍ଥା ରେ ଉଦ୍ଧାର କରି ଯଶ ବନ୍ତ ରାଓ ଚୌହାନ ମେମୋରିଆଲ ହସ୍ପିଟାଲ ରେ ଚିକିତ୍ସା ପାଇଁ ଭର୍ତ୍ତୀ କରିଥିଲେ, ତେବେ ଚିକିତ୍ସାଧୀନ ଅବସ୍ଥା ରେ ସେଠାରେ ଅଜୟ ଙ୍କ ର ମୃତ୍ୟୁ ହୋଇ ଥିଲା ପୁନେ ସହର ର ଦିଘି ଆଳନ୍ଦୀ ରେ ଥିବା କମଳ ରାଜ କମ୍ପାନୀ ଅଧୀନ ରେ ସେ କାମ କରୁଥିଲେ, ପାଞ୍ଚ ମହଲ ରେ ଚଡି କାମ କରୁଥିଲ ମଧ୍ୟ କମ୍ପାନୀ କର୍ତ୍ତୃ ପକ୍ଷ ତାଙ୍କର ନିରାପତ୍ତା ପାଇଁ କୌଣସି ଵେବସ୍ତା କରି ନଥିବା ଅଭିଯୋଗ ହୋଇଛି, ଅଜୟ ଙ୍କ ପରିବାର ର ଆର୍ଥିକ ଅବସ୍ଥା ଭଲ ନୁହେଁ, ସେ ପରିବାର ର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ, ବାପା, ମାଆ, ସାନ ଭାଇ ଓ 5 ଭଉଣୀ ତାଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି, ଶବ କୁ ଗାଁ କୁ ଆଣିବାକୁ ପାଖରେ ଟଙ୍କା ନାହି, ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି, ପ୍ରଶାସନ ମୃତ ଅଜୟ ର ଶବ ଗାଁ କୁ ଆଣିବା ପାଇଁ ଵେବସ୍ତା କରିବାକୁ ଗ୍ରାମ ବାସୀ ନିବେଦନ କରିଛନ୍ତି, ଏ ନେଇ ଜିଲ୍ଲା ଶ୍ରମ ଅଧିକାରି ଅଶୋକ କୁମାର ମୁର୍ମୁ ଙ୍କୁ ଫୋନ ରେ ଯୋଗାଯୋଗ କରା ଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ!!

କେନ୍ଦ୍ରାପଡ଼ା ରୁ ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ

Related posts

ସାଇକଲ ଷ୍ଟୋର ଉପରେ ଜିଏସ୍ଟି ଚଢ଼ାଉ

masiha

ଵିଜାତଳା ହାଟ ନିକଟରେ ଵେଆଇନ ଗୋମାଂସ ନେଉଥିବା ଗୋମାଫିଆକୁ ମାଡ଼ି ବସିଲା ପୋଲିସ; ୭୦ କେଜି ଗୋମାଂସ ଜବତ ସହ ବାଇକ୍ ଜଵତ

Sunil Chandra Nayak

ବିଶୋଇ ବ୍ଳକ!ଭିଜିଲାନ୍ସ ଯନ୍ତାରେ ଦୁଇ କର୍ମଚାରୀ ଲକ୍ଷ୍ମଣ ବିଶ୍ବାଳ ଏବଂ ପ୍ରଦ୍ୟୁମ୍ନ ରଂଜନ ଭୂୟାଁ

masiha

Leave a Comment

error: Content is protected !!