ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାମହିମ ଉପରାଷ୍ଟ୍ରପତି ଙ୍କ ପ୍ରତି ଅଶାଳୀନ ଇଙ୍ଗିତ ପ୍ରତିବାଦରେ କୁଶ ପୁତ୍ତଳିକା ଦାହ

ମହାମହିମ ଉପରାଷ୍ଟ୍ରପତି ଙ୍କ ପ୍ରତି ଅଶାଳୀନ ଇଙ୍ଗିତ ପ୍ରତିବାଦରେ କୁଶ ପୁତ୍ତଳିକା ଦାହ

 କେନ୍ଦ୍ରାପଡ଼ା ତା.21/12:ସଂସଦ ଭବନ ପରିସର ମଧ୍ୟରେ ମହାମହିମ ଉପରାଷ୍ଟ୍ରପତିଙ୍କ ପ୍ରତି ଅଶାଳୀନ ଓ ଆପତ୍ତି ଜନକ ଇଙ୍ଗିତ ସମଗ୍ର ଦେଶ ତଥା ସମ୍ବିଧାନ ପ୍ରତି ଅସମ୍ମାନ l ଏହି ଘୃଣ୍ୟ କାର୍ଯ୍ୟକୁ ଭାରତୀୟ ଜନତା ପାର୍ଟି କେନ୍ଦ୍ରାପଡ଼ା ତରଫରୁ ଦୃଢ଼ ନିନ୍ଦା କରାଯାଇ ଆଜି ଅପରାହ୍ନରେ ତିନିମୁହାଣୀ ଛକ ଠାରେ ସାଂସଦ କଲ୍ୟାଣ ବାନାର୍ଜୀ ଓ ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି l ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ପରିଷଦ ସଭ୍ୟ ବୈଦ୍ୟନାଥ ଚାଟାର୍ଜୀ,ସୁନାକର ବେହେରା,ଉପିନ ରାଉତ,ଅଭିମନ୍ୟୁ ଗୋଛାୟତ, ଶଶାଙ୍କ ଶେଖର ସେଠୀ, କଳ୍ପନା ମଲ୍ଲିକ,ତେଜେଶ୍ୱର ପରିଡା,ବିକ୍ରମ କେଶରୀ ରାଉତରାୟ,ପ୍ରିୟଦର୍ଶନି ନନ୍ଦ, ଅଜୟ ବେହେରା, ସଂଜୟ ରଥ,ଦୁର୍ଗାପ୍ରସନ୍ନ ନାୟକ, ଶଶାଙ୍କ ଶେଖର ଓଝା,ପ୍ରଶାନ୍ତ ସେଠୀ, ଉମାକାନ୍ତ ନାୟକ, ଦୟାନିଧି ବଳ, ମଦନ ମୋହନ ବେହେରା, ପ୍ରଦୀପ ସେଠୀ, ବନ୍ଦନା ରାଣୀ ରାଉତରାୟ, ଝିଲି ଦାସ, ମନିଷା ପଣ୍ଡା, ପ୍ରମୋଦ ମହାନ୍ତି, ନାରାୟଣ ପ୍ରସାଦ ସିଂ,ନିହାର ରଞ୍ଜନ ମହାନ୍ତି,ବିଶ୍ୱକାନ୍ତ ନନ୍ଦ, ଶୋଭନ ଆଚାର୍ଯ୍ୟ, ନେହେରୁ ସାହୁ, ବିକ୍ରମ ରାଉତରାୟ, ରଶ୍ମି ରଂଜନ ରାଉତ, ଶ୍ରୀଧର ପ୍ରଧାନ, ଅନ୍ତର୍ଯ୍ୟାମୀ ମଲ୍ଲିକ, ପ୍ରମୁଖ ଉପସ୍ଥିତ ଥିଲେ।

କେନ୍ଦ୍ରାପଡ଼ା ରୁ ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିଉଜ

Related posts

ବାଣିଜ୍ୟ ଓ ପରିଚାଳନା କ୍ଷେତ୍ରରେ ନୂତନ ସମ୍ଭାବନା ସମ୍ପର୍କୀତ ଅନ୍ତର୍ଜାତୀୟ ଆଲୋଚନା ଚକ୍ର ଉଦ୍‌ଘାଟିତ

masiha

ଶିଳ୍ପୋଦ୍ୟୋଗୀ ବିକାଶ ତାଲିମ କାର୍ଯ୍ୟକ୍ରମ       

Sunil Chandra Nayak

ଗୋଟିଏ ଦିନରେ ଦୁଇ ଶିଶୁଙ୍କ ମୃତ୍ୟୁ: ଯୁବାପଦର ଗାଁରେ ମେଡିକାଲ ଟିମ୍‌, ୨୦ରୁ ଊର୍ଦ୍ଧ୍ୱ ଜ୍ୱର ରୋଗୀଙ୍କ ଚିକିତ୍ସା

Sunil Chandra Nayak

Leave a Comment

error: Content is protected !!