ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେଡି ର ପ୍ରତିଷ୍ଠା ଦିବସ ରେ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର

ବିଜେଡି ର ପ୍ରତିଷ୍ଠା ଦିବସ ରେ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର

ଜୁନାଗଡ଼,୨୬/୧୨// ଜୁନାଗଡ ବିଜେଡି ପକ୍ଷ୍ୟରୁ ପ୍ରତିଷ୍ଠା ଦିବସ ରେ ସ୍ତାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ ଠାରେ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ମୋଟ ୮୮ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ଜଣାଯାଇଛି l ଜୁନାଗଡ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର ଙ୍କ ତତ୍ତ୍ୱl ବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷl ସୁଧୀରl ମେହେର, ବ୍ଲକ ଅଧ୍ୟକ୍ଷl ସବିତା ମେହେର, ବ୍ଲକ ଉପାଧ୍ୟକ୍ଷ ପ୍ରମୋଦ ବେହେରା, ଏନ୍ ଏ ସି ଉପାଧ୍ୟକ୍ଷl ହିଁମାଦ୍ରୀ ନାଏକ, ସରପଞ୍ଚ ସଂଘ ସଭାପତି ତାରା ରାଏଗୁରୁ, ପୂର୍ବତନ ନଗର୍ ପାଲ ମହେଶ୍ ସାହୁ, ପୂର୍ବତନ ଅଧ୍ୟକ୍ଷl ବୈଜୟ ଲକ୍ଷ୍ମୀ କନ୍ଦପାନ, ବିଧାୟକ୍ ପ୍ରତିନିଧି ଦିନେଶ୍ ବଗର୍ତ୍ତୀ, ବରିଷ୍ଟ ସଦସ୍ୟ ଦିଗlମ୍ବର ନାଏକ, ପିତାମ୍ବର ରଣl, କାଳିଆ କନ୍ଦପାନ, ସତୀଶ ପ୍ରଧାନ, ମନୀଷା ସାହୁ, ହିଁମାଦ୍ରୀ ଧାଙ୍ଗଡ଼ା ମାଝୀ, କୁନି ଶବର, କାହ୍ନୁ ବୈଠାରୁ,, ଚକ୍ର ବାଗ, ସଚିନ୍ ଆଦାନୀ ଏବ୍ଂ ଅନେକ୍ କର୍ମୀ ଓ ବିଭିନ୍ନ ସଂଗଠନ ର କର୍ମ କର୍ତ୍ତା ଉପସ୍ଥିତ ରହି ସ୍ୱେଚ୍ଛାକୃତ ଭାବେ ରକ୍ତ ଦାନ କରିଥିଲେ lଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାର ର ଟେକ୍ନିସିଆନ୍ ଉପସ୍ଥିତ ରହି ଦାୟିତ୍ଵ ତୁଲାଇଥିଲେ l ପ୍ରତିଷ୍ଠl ଦିବସ ଅବସରରେ ଏକ ସାଧରଣ ସଭା ମଧ୍ଯ ଅନୁଷ୍ଠିତ ହୋଇ ବିଜୁ ଜନତା ଦଳ ର ଓ ନବୀନ ସରକାର ର ବିକାଶ ର ବାର୍ତ୍ତା ଲୋକଙ୍କୁ ଅବଗତ କରାଯାଇଥିଲା l

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

କେନ୍ଦୁଝରରେ ଆଦିବାସୀ ଯୁବକ ଭଉଣୀର କଙ୍କାଳ ଧରି ବ୍ୟାଙ୍କରେ ପହଞ୍ଚିବା ଘଟଣା ଏହି ସମ୍ୱେଦନଶୀଳ ଘଟଣା ସମଗ୍ର ରାଜ୍ୟକୁ ଲଜ୍ଜିତ ଓ
ନିନ୍ଦିତ କରିଛି: ବିଜେଡି

Sunil Chandra Nayak

ଦଶପୁର ମଣ୍ଡଳ ବିଜେପିର ପ୍ରବାସ କାର୍ଯ୍ୟକ୍ରମ ଓ ସାଙ୍ଗଠନି ବୈଠକ

Sunil Chandra Nayak

ବିଶ୍ବନାଥପୁରରେ ବିଜେଡିର ଜୋନସ୍ତରୀୟ ବୈଠକ ଅନୁଷ୍ଠିତ: ଯୋଗଦେଲେ ବିଧାୟକ

Leave a Comment

error: Content is protected !!