ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯାତ୍ରିବାହୀ ଅଟୋ କୁ ଟ୍ରକ ଧକ୍କା ଦେବା ଘଟଣା ରେ 2 ଯାତ୍ରୀ ମୃତ, ଅନ୍ଯ 3 ଜଣ ଗୁରୁତର 

ଯାତ୍ରିବାହୀ ଅଟୋ କୁ ଟ୍ରକ ଧକ୍କା ଦେବା ଘଟଣା ରେ 2 ଯାତ୍ରୀ ମୃତ, ଅନ୍ଯ 3 ଜଣ ଗୁରୁତର 

ବସ୍ତା,12/01 : ଯାତ୍ରିବାହୀ ଅଟୋ କୁ ଟ୍ରକ ଧକ୍କା ଦେବା ଘଟଣା ରେ 2 ଯାତ୍ରୀ ମୃତ, ଅନ୍ଯ 3 ଜଣ ଗୁରୁତର , ଜଳେଶ୍ବର ଥାନା ଅନ୍ତର୍ଗତ 60 ନମ୍ବର ଜାତୀୟ ରାଜପଥ ର ଲକ୍ଷ୍ମଣନାଥ ନିକଟରେ ଘଟି ଥିଲା ଦୁର୍ଘଟଣା, ଅଟୋ ରେ ଜଳେଶ୍ବର କୋର୍ଟ କୁ ଯାଉଥିବା ବେଳେ ଘଟିଛି ଦୁର୍ଘଟଣା, ଗୁରୁତର ଙ୍କୁ ଉଦ୍ଧାର କରି ବାଲେଶ୍ବର ହସପିଟାଲ ରେ ଭର୍ତ୍ତି କରି ଥିଲେ ସ୍ଥାନୀୟ ଲୋକେ , ଚିକିତ୍ସାଧୀନ ଅବସ୍ଥାରେ ନାରାୟଣ ଚନ୍ଦ୍ର ଦାସ ଏବଂ ଲକ୍ଷ୍ମୀକାନ୍ତ ଦାସ ମୃତ, ଅନ୍ଯ ମାନଙ୍କୁ ବାଲେଶ୍ବର ରୁ କଟକ ସ୍ଥାନାନ୍ତର।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ପଣ୍ଡକୁଲ ଠାରେ ମାଛ ଯାଆଁଳା ଉତ୍ପାଦନ କେନ୍ଦ୍ର ଉଦଘାଟିତ 

Sunil Chandra Nayak

ନବରଙ୍ଗପୁର ଠାରେ ଦିଶା କମିଟି ବୈଠକ ଅନୁଷ୍ଠିତ 

Sunil Chandra Nayak

ରାଷ୍ଟ୍ରୀୟ ମହିଳା ନେତୃତ୍ବ ସମ୍ମଳନୀ ଉଦଯାପିତ , ରାଉରକେଲାରୁ ଯୋଗଦେଲେ କବି ସସ୍ମିତା ପ୍ରଧାନ

Leave a Comment

error: Content is protected !!