ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ଗଡଚଣ୍ଡୀ ୪ର୍ଥ ବାର୍ଷିକ ବିଶ୍ବଶାନ୍ତି ମହାଯଜ୍ଞ ନିମନ୍ତେ ପ୍ରସ୍ତୁତି ବୈଠକ

ମା ଗଡଚଣ୍ଡୀ ୪ର୍ଥ ବାର୍ଷିକ ବିଶ୍ବଶାନ୍ତି ମହାଯଜ୍ଞ ନିମନ୍ତେ ପ୍ରସ୍ତୁତି ବୈଠକ

ଖଇରା,୧୪/୦୧/୨୦୨୪- ବାଲେଶ୍ଵର ଜିଲ୍ଲା ନୟାଖଣ୍ଡି ପଞ୍ଚାୟତ ଗଡ଼ ଗ୍ରାମରେ ଥିବା ମା ଗଡ଼ଚଣ୍ଡିଙ୍କ ୪ର୍ଥ ବାର୍ଷିକ ବିଶ୍ବଶାନ୍ତି ମହାଯଜ୍ଞ ନିମନ୍ତେ ପ୍ରସ୍ତୁତି ବୈଠକ ମା ଗଡ଼ଚଣ୍ଡୀ ମନ୍ଦିର ସାମ୍ନାରେ ଅନୁଷ୍ଠିତ ହୋଇଯାଇଛି । ଗ୍ରାମବାସୀଙ୍କ ଉପସ୍ଥିତିରେ ସମସ୍ତ ପ୍ରକାର ପ୍ରସ୍ତୁତି ବିଷୟରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା । ଚଳିତ ବର୍ଷ ଫେବୃୟାରୀ ମାସ ୨୪ ଓ ୨୫ ତାରିଖ ୨ଦିନ ଧରି ଏହି ବିଶ୍ବଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବ ବୋଲି ଧାର୍ଯ୍ୟ ହୋଇଛି । ଏଥିରେମଧୁସୂଦନ ବେହେରା, ଲମ୍ବୋଦର ବେହେରା, ନିରୋଦ ମହାନ୍ତି, ରବୀନ୍ଦ୍ର ବେହେରା, ସରୋଜ କୁମାର ସେଣ୍ଢ, ପ୍ରତାପ କୁମାର ସେଣ୍ଢ, ବାମନ ନାୟକ, ନିଳାମ୍ବର ସେଣ୍ଢ, ଟଙ୍କଧର କେଶୀ, ଗଣନାଥ ନାୟକ, ଗୋବର୍ଦ୍ଧନ ଜେନା, ଦୈତାରି ଦାସ, ମହିନ୍ଦ୍ର ଜେନା, ନିରଞ୍ଜନ ଜେନା, ସନାତନ ଜେନା, ପ୍ରଫୁଲ୍ଲ ଜେନା, ବାଙ୍କୁ ବେହେରା, ପିତାମ୍ବର ପରିଡ଼ା, ଅନିରୁଦ୍ଧ ବାରିକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।।

ବାଲେଶ୍ଵର ଖଇରାରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ଓକିଲ ସଂଘ ନିର୍ବାଚନରେ ସଭାପତି ଭାବେ ଅକ୍ଷୟ ମହାନ୍ତି ଏବଂ ସଂପାଦକ ଭାବେ ମନୋଜ ଦାସ ନିର୍ବାଚିତ

masiha

ଭବାନୀପାଟଣା ପୌରପାଳିକା ପକ୍ଷରୁ ଡିଜିଟାଲ ଜନଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ । ପ୍ରଥମ ପର୍ଯ୍ୟାୟ ରେ ସାମିଲ ହେଲେ ବରିଷ୍ଠ ଅଧିକାରୀ , ଜନପ୍ରତିନିଧି

Sunil Chandra Nayak

ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ଠାରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!