ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୂର୍ବତନ ଫୁଟବଲ ଖେଳାଳୀ ହର ଜାଲ ଙ୍କ ପରଲୋକ

ପୂର୍ବତନ ଫୁଟବଲ ଖେଳାଳୀ ହର ଜାଲ ଙ୍କ ପରଲୋକ

ଧର୍ମଗଡର ପୁର୍ବତନ ଫୁଟବଲ ଖେଳାଳୀ ତଥା ସ୍ଥାନୀୟ ପଞ୍ଚାୟତ ମହାବିଦ୍ୟାଳୟର ଅବସର ପ୍ରାପ୍ତ କର୍ମଚାରୀ ହର ଜାଲ ଙ୍କ ର ୬୮ ବର୍ଷ ବୟସରେ ଆଜି ହୃଦ୍ ଘାତ ରେ ପରଲୋକ ହୋଇଯାଇଛି। ଅଶୀ ଦଶକ ରେ ଧର୍ମଗଡ ଅଞ୍ଚଳରେ ବିଶିଷ୍ଟ ଫୁଟବଲ ଖେଳାଳୀ ଭାବେ ବେଶ୍ ପରିଚିତ ଥିଲେ। କିଛି ବର୍ଷ ତଳେ ସେ ଧର୍ମଗଡ ପଞ୍ଚାୟତ ମହାବିଦ୍ୟାଳୟ ରୁ ଅବସର ଗ୍ରହଣ କରିଥିଲେ। ଦୈନିକ ସମ୍ବାଦପତ୍ର ର ସାମ୍ୱାଦିକ ବିରଞ୍ଚି ନାରାୟଣ ଜାଲ ଙ୍କ ସେ ବଡ ଭାଇ ଥିଲେ।ମୃତ୍ୟୁ ସମୟରେ ତାଙ୍କ ନିକଟରେ ପୁତୁରା ରମଣୀ କାନ୍ତ ଜାଲ ଓ ଭାଇ ଭୋଲା ନାଥ ଜାଲ ସମେତ ପରିବାର ର ଲୋକେ ଓ ଆତ୍ମୀୟ ସ୍ଵଜନ ଉପସ୍ଥିତ ଥିଲେ। ତାଙ୍କର ବିୟୋଗରେ ବିଶେଷ କରି କ୍ରୀଡାବିତ୍ ମହଲରେ ଶୋକର ଛାୟା ଖେଳି ଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଗୋଳାମୁଣ୍ଡା ବ୍ଲକ ଘୋଟିଆ ରୁ ଆରମ୍ଭ ହେଲା ଚଳିତ ବର୍ଷ ଖରିଫ ଧାନ ମଣ୍ଡି 

masiha

ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ଙ୍କ ସହ ଓଡିଶା ରାଜସ୍ଵ ଅମଲା ସଂଘର ସୌଜନ୍ୟମୂଳକ ସାକ୍ଷାତ

masiha

ଜଲଦା ଏ ବ୍ଲକ ଅଞ୍ଚଳରେ ସ୍ଵଛ ଭାରତ ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!