ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୂର୍ବତନ ଫୁଟବଲ ଖେଳାଳୀ ହର ଜାଲ ଙ୍କ ପରଲୋକ

ପୂର୍ବତନ ଫୁଟବଲ ଖେଳାଳୀ ହର ଜାଲ ଙ୍କ ପରଲୋକ

ଧର୍ମଗଡର ପୁର୍ବତନ ଫୁଟବଲ ଖେଳାଳୀ ତଥା ସ୍ଥାନୀୟ ପଞ୍ଚାୟତ ମହାବିଦ୍ୟାଳୟର ଅବସର ପ୍ରାପ୍ତ କର୍ମଚାରୀ ହର ଜାଲ ଙ୍କ ର ୬୮ ବର୍ଷ ବୟସରେ ଆଜି ହୃଦ୍ ଘାତ ରେ ପରଲୋକ ହୋଇଯାଇଛି। ଅଶୀ ଦଶକ ରେ ଧର୍ମଗଡ ଅଞ୍ଚଳରେ ବିଶିଷ୍ଟ ଫୁଟବଲ ଖେଳାଳୀ ଭାବେ ବେଶ୍ ପରିଚିତ ଥିଲେ। କିଛି ବର୍ଷ ତଳେ ସେ ଧର୍ମଗଡ ପଞ୍ଚାୟତ ମହାବିଦ୍ୟାଳୟ ରୁ ଅବସର ଗ୍ରହଣ କରିଥିଲେ। ଦୈନିକ ସମ୍ବାଦପତ୍ର ର ସାମ୍ୱାଦିକ ବିରଞ୍ଚି ନାରାୟଣ ଜାଲ ଙ୍କ ସେ ବଡ ଭାଇ ଥିଲେ।ମୃତ୍ୟୁ ସମୟରେ ତାଙ୍କ ନିକଟରେ ପୁତୁରା ରମଣୀ କାନ୍ତ ଜାଲ ଓ ଭାଇ ଭୋଲା ନାଥ ଜାଲ ସମେତ ପରିବାର ର ଲୋକେ ଓ ଆତ୍ମୀୟ ସ୍ଵଜନ ଉପସ୍ଥିତ ଥିଲେ। ତାଙ୍କର ବିୟୋଗରେ ବିଶେଷ କରି କ୍ରୀଡାବିତ୍ ମହଲରେ ଶୋକର ଛାୟା ଖେଳି ଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଓଡ଼ିଶାର ସର୍ବପ୍ରଥମ ନିଆରା ବାର୍ଷିକ ଉତ୍ସବ  ଛାତ୍ରୀ ମନ୍ତ୍ରୀମଣ୍ଡଳ ତୁଲାଇଲା ପ୍ରମୁଖ ଦାୟିତ୍ୱ ନିଆରା ଢଙ୍ଗରେ ଛାତ୍ରୀ ପାଳିଲେ ବାର୍ଷିକ ଉତ୍ସବ ମଧୁପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ

masiha

କାମାକ୍ଷାନଗର ଗସ୍ତରେ ବାଣିଜ୍ୟ ପରିବହନ ଓ ସ୍କିଲ ଡେଭଲପମେଣ୍ଟ ସଚିବ ଉଷା ପାଢ଼ୀ 

ଲଣ୍ଡନବାସୀ ଚାଖିବେ ଢେଙ୍କାନାଳର ସୁଆଦିଆ ଷ୍ଟ୍ରବେରୀ

Sunil Chandra Nayak

Leave a Comment

error: Content is protected !!