ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଷମ କଟକ ପୋଲିସ କୁ ବଡ ସଫଳତା

ପେଟ୍ରୋଲିଙ୍ଗ ବେଳେ ୫୦୦ କେଜି ଗଞ୍ଜେଇ ଜବତ

ବିଷମକଟକ– ତା ୦୨/୦୪ ରିଖ ବିଷମ କଟକ ଟାଉନରେ ପୋଲିସ ଦ୍ବାରା ଖ୍ରୀଷ୍ଟିଆନ ହସ୍ପିଟାଲ୍ ଚୌକ ଚେକିଙ୍ଗ ବେଳେ , ପୋଲିସଙ୍କ ଦ୍ଵାରା ୫୦୦ କେଜି ଗଞ୍ଜେଇ ଜବତ କରାଯାଇଛି। ଧଳା ରଙ୍ଗର ହୁଣ୍ଡାଇ ଗାଡ଼ି ଚାଟିକଣାରୁ ମୁନିଗୁଡା ରାସ୍ତାରେ ଯାଉଥିଲା ବେଳେ ଖ୍ରୀଷ୍ଟିଆନ ହସ୍ପିଟାଲ୍ ଚୌକରେ ଧରା ପଡ଼ିଥିଲା। ପୋଲିସ ତିନି ଜଣଙ୍କୁ ଗିରଫ କରିବା ସହ, ଚାରିଟି ମୋବାଇଲ୍ ଏବଂ ୨୧୦୦ ଟଙ୍କା ଜବତ କରିଛି। ତିନି ଜଣଙ୍କ ବିରୋଧରେ NDPS ଏକ୍ଟରେ ମାମଲା ରୁଜୁ କରାଯାଇ, କୋର୍ଟକୁ ଫରୱାର୍ଡ କରାଯାଇଥିଲା। ଯୁଗଳ କିଶୋର ଜେନାଙ୍କ ରିପୋର୍ଟ।

Related posts

କୋକସରା ବ୍ଲକ ଅଙ୍ଗନବାଡି କର୍ମି ସମୁହଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

Sunil Chandra Nayak

ମରଣାନ୍ତକ ଆକ୍ରମଣ ଅଭିଯୁକ୍ତ ଙ୍କୁ ୫ ବର୍ଷ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଲେ ଧର୍ମଗଡ ଅତିରିକ୍ତ ଜିଲ୍ଲା ଦୌରା ଜଜ

Sunil Chandra Nayak

ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଓ ବାର୍ଷିକ ଉତ୍ସବ

Sunil Chandra Nayak

Leave a Comment

error: Content is protected !!