ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜ୍ଞାପିତ ଅଂଚଳ ପରିଷଦ ର ନବ ନିର୍ବାଚିତ ଅଧ୍ୟକ୍ଷା ଙ୍କ କାର୍ଯ୍ୟଭାର ଗ୍ରହଣ

ଗୁଡ଼ାରୀ – ତା ୦୩/୦୪ ରିଖ ଗୁଡ଼ାରୀ ବିଜ୍ଞାପିତ ଅଂଚଳ ନିର୍ବାଚନରେ ବିଜୟ ହେଇଥିବା ବିଜେଡି ପାର୍ଥି ସୁଶ୍ରୀ ସାରମିତା ଶବର କାର୍ଯ୍ୟଭାର ଗ୍ରହଣ କରିଲେ। ଗତ ୨୬ ତାରିଖରେ ହୋଇଥିବା ନିର୍ବାଚନ ଫଳାଫଳରେ ସୁଶ୍ରୀ ସାରମିତା ଶବର ବିଜୟ ହେଇଥିଲେ। ତା ସହ ବିଜେଡିର ୧୧ ୱାର୍ଡ ମେମ୍ବର ବିଜୟ ହେଇ , କ୍ଲିନ୍ ସ୍ବିପ କରିଥିଲେ। ଆଜି ସୁଶ୍ରୀ ସାରମିତା ଶବର ,୯ ଘଣ୍ଟିକା ସମୟରେ ଅଫିସ ଆସି ଅଧ୍ୟକ୍ଷା ପଦଭାର ଗ୍ରହଣ କରିଥିଲେ। ଯୁଗଳ କିଶୋର ଜେନାଙ୍କ ରିପୋର୍ଟ।

Related posts

ପ୍ରଶାନ୍ତ କୁମାର ନାଥ ଙ୍କ କବିତା କୃଷ୍ଣ ରୂପେ ଆସ ତୁମେ

Sunil Chandra Nayak

ଚନ୍ଦ୍ରକଳା ଦେଵୀ ଙ୍କ କବିତା କୁଆଁରୀମାନଙ୍କ ଫୁଲବଉଳବେଣୀ ଗୀତ 

Sunil Chandra Nayak

ବେଦାନ୍ତ କମ୍ପାନୀର ଲାଞ୍ଜିଗଡ଼ ପ୍ଲାଣ୍ଟ ଉପରେ ୨୫ କୋଟିର ଫାଇନ

Leave a Comment

error: Content is protected !!