ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦୁପତ୍ର କର୍ମଚାରୀ ସଂଘ ର ମହାସମାବେଶ

କେନ୍ଦୁପତ୍ର କର୍ମଚାରୀ ସଂଘ ର ମହାସମାବେଶ

ପାଟଣାଗଡ ::ପାଟଣାଗଡ ନିର୍ବାଚନ ମଣ୍ଡଳୀ ପାଟଣାଗଡ ବ୍ଲକ ଲରମ୍ଭା ଠାରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ର ମହାସମାବେଶ ଅନୁଷ୍ଠିତ ହୋଇଯାଇଛି, ଏଇ ସମାବେଶ ମୁଖ୍ୟଅତିଥି ଶିବାନନ୍ଦ ପରିଛା ଙ୍କ ନେତୃତ୍ୱ ରେ ପ୍ରାୟ 5000ଲୋକଙ୍କ ସମାବେଶ ହୋଇଥିଲା.ଶ୍ରୀ ପରିଛା କେନ୍ଦୁପତ୍ର ଉପରୁ କେନ୍ଦ୍ରସରକାର ଜି ଏସ ଟି ଛାଡ଼ ନ କରିବାକୁ ନେଇ ନିନ୍ଦା କରିଥିଲେ. ଆଜିର କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ଆଲୋକ ପାଣିଗ୍ରାହୀ, ପ୍ରତାପ ମେହେର, ବିଞ୍ଜାଲୁ ସାହୁ, ମକାରୁ ପଣ୍ଡା, ପରମେଶ୍ୱର ଶୁନା ଓ ଶାନ୍ତନୁ ଭୋଇ ଯୋଗଦେଇଥିଲେ।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଧମକ ଘଟଣା  ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲା ଦଳିତ ଆଦିବାସୀ ମହାସଂଘ 

Sunil Chandra Nayak

ଜିଲ୍ଲା ସ୍ତରୀୟ ସାମ୍ବାଦିକଙ୍କ ବନ୍ଧୁମିଳନ   

Sunil Chandra Nayak

ସାମାନ୍ୟ ଫିଉଜ ଟିଏ ପାଇଁ ୪ଘଣ୍ଟା ଅନ୍ଧାର,ଗ୍ରାମବାସୀ ହନ୍ତସନ୍ତ 

Sunil Chandra Nayak

Leave a Comment

error: Content is protected !!