ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପିର ମିଶ୍ରଣ ପର୍ବ

ବିଜେପିର ମିଶ୍ରଣ ପର୍ବ

ନବରଙ୍ଗପୁର-( ୧୮|୨) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ପଞ୍ଚାୟତ ସମିତି ବାମୁଣି ପଞ୍ଚାୟତର ବି ଗୁମଣ୍ଡଳୀ ଓ ସାନ ଆମ୍ବଡା ପଞ୍ଚାୟତର ଗୁଣ୍ଡୁରିଗୁଡା ଠାରେ ଶ୍ରୀ ଗୌରୀଶଙ୍କର ମାଝି ଙ୍କ ନେତୃତ୍ୱରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୋଦୀଜୀଙ୍କ ଜନହିତକର ନିର୍ମଳ ଶାସନ ଓ ଭାରତୀୟ ଜନତା ପାର୍ଟିର ନିତି ଆଦର୍ଶରେ ଅନୁପ୍ରାଣୀତ ହୋଇ ବି ଗୁମଣ୍ଡଳୀ ର ସର୍ବ ଶ୍ରୀ ପ୍ରକାଶ ନାୟକ,ଗୋପିନାଥ ପୁଜାରୀ, ଅର୍ଜୁନ ମାଝି, ସଦାଶିବ ପୁଜାରୀ,ସନସିଂ ପୁଜାରୀ,ମଙ୍ଗଳା ଚଲାଣ, ଯୋଗେନ୍ଦ୍ର ଭତରା, ଜଗନ୍ନାଥ ଭତରା, ରାଜୀବ ମାଝୀ ଓ ଗୁଣ୍ଡୁରିଗୁଡା ଗ୍ରାମର ପ୍ରକାଶ ମାଝୀ,ପ୍ରକାଶ ଭଣ୍ଡାରୀ, ଜଗବନ୍ଧୁ ମାଝୀ,ସନଧର ଚଲାଣ,ସନଧର ମାଝୀ ସହ ଅନେକ ମୋଦୀ ପ୍ରେମୀ ଓ ବିଜେପି ପ୍ରେମୀ ବିଦ୍ଧିବଦ୍ଧ ଭାବେ ଉତ୍ତରୀୟ ଓ ଟୋପି ଗ୍ରହଣ ପୂର୍ବକ ଭାରତୀୟ ଜନତା ପାର୍ଟିରେ ସାମିଲ ହେଲେ।

ଏହି କାର୍ଯ୍ୟକ୍ରମ ରେ ସାଧାରଣ ସମ୍ପାଦକ ଶ୍ରୀ ଦେବଦାସ ମହାଙ୍କୁଡ , ଶ୍ରୀ ମୃତ୍ୟୁଞ୍ଜୟ ମହାରଣା, ସିମାଞ୍ଚଳ ବିଷୋୟୀ, ପ୍ରଚଣ୍ଡ ଭତ୍ରା,କୈଳାସ ଗୌଡ,ଶଂକର ମାଳି, ଗୋପିନାଥ ଭତରା, ଭାସ୍କର ଅମାନତ,ଅମୁଲ୍ୟ ମିଶ୍ର,ସନାତନ ବିଷୋୟୀ ଉପସ୍ଥିତ ଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଆସିକା ବିଧାୟକଙ୍କ ବାସଭବନରେ ବିଜୟ ଉତ୍ସବ ପାଳିତ

ଦେଦର ଠାରେ ବ୍ଲକ ସ୍ତରୀୟ କଂଗ୍ରେସର କର୍ମୀ ସମ୍ବିଳନୀ

masiha

ଦ୍ଵିତୀୟ ଥର ପାଇଁ ସଞ୍ଜୟ ପାତ୍ର ହେଲେ ବି ଜେ ଡି ସଭାପତି,ଲୋକେ ଦେଲେ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!