ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଶିବ ମନ୍ଦିରରୁ ଚୋରି

ଶିବ ମନ୍ଦିରରୁ ଚୋରି

 ବସ୍ତା,18/02 :ବସ୍ତା ବ୍ଲକ ଦରଡା ପଞ୍ଚାୟତ ଦରଡା ଗ୍ରାମରେ ଗତକାଲି ବିଳମ୍ବିତ ରାତ୍ରୀରେ ଚୋରି ହୋଇଛି ।ସୂଚନାରୁ ଯଣାପଡିଛି ବିଳମ୍ବିତ ରାତି ମନ୍ଦିର ଭିତରେ ପଶି ସମସ୍ତ ଗହଣା ଘଣ୍ଟା ଠାକୁରଙ୍କ ବିଭିନ୍ନ ସାମଗ୍ରୀ ଓ ମାଇକ ମେସିନ,ଚୋରି ହୋଇ ଯାଇଛି ।ପ୍ରକାଶ ଥାଉକି ଆଜକୁ କିଛି ଦିନ ତଳେ ଦୂବୃତ ମାନେ ଚୋରି କରିଥିଲେ । ଏନେଇ ମନ୍ଦିର ସଭାପତି ତପନ କୁମାର ବିଶ୍ୱାଳ ସମ୍ପାଦକ ବିନୋଦ କୁମାର ଦାସ ଦିଲ୍ଲୀପ କୁମାର ନାୟକ ପ୍ରଭାକର ବିଶ୍ୱାଳ ଗୌତମ ଦାସ ରବୀନ୍ଦ୍ର ଦାସ ପ୍ରମୁଖ ବସ୍ତା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ରବିବାର ମଧ୍ୟାହ୍ନ ସମୟରେ ପୁଲିସ ତଦନ୍ତ ଜାରି ରଖିଛନ୍ତି |

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ 

Sunil Chandra Nayak

ସାବଧାନ! ପାରାଦ୍ୱୀପ ଅଞ୍ଚଳରେ ମାତିଛନ୍ତି ମନ୍ଦିର ଲୁଟେରା 

Sunil Chandra Nayak

କଳାହାଣ୍ଡି ଏମଭିଆଇ ଚଢ଼ାଉ, ବେଆଇନ ଭାବେ ଟୁରିଷ୍ଟ ପରମିଟରେ ଯାତ୍ରୀ ପରିବହନ ଅଭିଯୋଗରେ ୫ ବସ ଅଟକ

Leave a Comment

error: Content is protected !!