ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟ୍ରକ ବାଇକ ଧକ୍କା ଦୁଇ ଗୁରୁତର ଆହତ

ଉତ୍କେଲା,୦୩/୦୪,ନିପ୍ର, କେସିଙ୍ଗା ଥାନା ଖଜୁରପଡା ଚିଚର୍ଲା ଏନ୍ ଏଚ୍ ୨୬ ରାସ୍ତା ଉପରେ କୋକୋମୁଣ୍ଡା ର ସତ୍ୟ ନାଏକ,ଓ ରାମ ନାଏକ ତାଙ୍କ ବାଇକ ରେ କେସିଙ୍ଗା ଅଭିମୁଖେ ରାତ୍ର ୭ଟାରେ ଯାଉଥିବା ବେଳେ ଏକ ଟ୍ରକ ସହ ତାଙ୍କରି ବାଇକ ଧକ୍କା ହେବା ଫଳରେ ସତ୍ୟ ନାଏକ ଙ୍କ ଗୋଡ ଭାଙ୍ଗିଥିବା ବେଳେ ରାମ ନାଏକ ଙ୍କ ମୁଣ୍ଡରେ ଜୋରରେ ଆଘାତ ଲାଗିଥିବା ଜଣାପଡିଛି। ଖବର ପାଇ ଘଟଣା ସ୍ଥଳରେ ଉତ୍କେଲା ପୋଲିସ ପହଞ୍ଚି ଆହତ ରାମ ଓ ସତ୍ୟ କୁ କେସିଙ୍ଗା ଡାକ୍ତରଖାନା କୁ ନେଇଥିବା ବେଳେ  ଦୁହେଁ ଙ୍କ ଅବସ୍ଥା ସାଂଘାତିକ ଥିବାରୁ ସେମାନଙ୍କୁ ଭବାନୀପାଟଣା କୁ ସ୍ଥାନାନ୍ତରିତ କରାଯାଇଛି। ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ।

Related posts

ମମତା ସାହୁ ଙ୍କ କବିତା ସଂଘର୍ଷ

କୁହୁରା ପଞ୍ଚାୟତର ସମିତି ସଭ୍ୟାଙ୍କ ଅକାଳ ବିୟୋଗ 

Sunil Chandra Nayak

ଅବିନାଶ ମହାପାତ୍ର ଙ୍କ କବିତା ଏହି ତ ଜୀବନ ବ୍ୟଥା

Sunil Chandra Nayak

Leave a Comment

error: Content is protected !!