ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନବ ସେବା ପ୍ରତିଷ୍ଠାନରେ ଗୃହ ଉଦଘାଟନ

ମାନବ ସେବା ପ୍ରତିଷ୍ଠାନରେ ଗୃହ ଉଦଘାଟନ

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା ର ସି. ଏସ. ଆର ବିଭାଗ ଦ୍ୱାରା ନିର୍ମିତ ଜଗଦା ସ୍ଥିତ ମାନବ ସେବା ପ୍ରତିଷ୍ଠାନ ର ଅନ୍ତେବାସୀ ପିଲାମାନଙ୍କ ଖାଦ୍ୟ ଗ୍ରହଣ ଗୃହ ଉଦଘାଟିତ ହୋଇଯାଇଛି l ଇସ୍ପାତ କାରଖାନା ର କlର୍ମିକ ବିଭାଗ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତରୁଣ ମିଶ୍ର ଏହାର ଉଦଘାଟନ କରିଛନ୍ତି l ସହର ସେବା ବିଭାଗ ର ମୁଖ୍ୟ ପ୍ରବନ୍ଧକ ପ୍ରତାପ କୁମାର ସ୍ୱାଇଁ ଓ ସି ଏସ ଆର ର ମୁଖ୍ୟ ମୁନମୁନ ମିତ୍ର ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ l ମାନବ ସେବା ପ୍ରତିଷ୍ଠାନ ପ୍ରଫେସର ଶଶୀକାନ୍ତ ଆଚାର୍ଯ୍ୟ କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତl କରିଥିଲେ l ଅନୁଷ୍ଠାନ ର ପରିଚାଳିକା ହେମନ୍ତା ତାଣ୍ଡିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆପୋଲୋ ହସ୍ପିଟାଲ୍‌ସ ରାଉରକେଲା ବିଘ୍ନ ମସ୍ତିଷ୍କ ଦିବସ ଅବସରରେ ତିନୋଟି ବିଦ୍ୟାଳୟରେ ମସ୍ତିଷ୍କ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

ଅର୍ଜୁନ କେଣ୍ଡ୍ରୁକା ଙ୍କ ଶ୍ରାଦ୍ଧ ଦିବସ ପାଳନ

Sunil Chandra Nayak

ବାଘିଆ ପଲ୍ଲୀରେ ଛେଳି ଚିକିତ୍ସା ଶିବିର ଅନୁଷ୍ଠିତ 

masiha

Leave a Comment

error: Content is protected !!