ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁବ ସାମ୍ବାଦିକ ଏମ୍ ଚନ୍ଦ୍ରଶେଖରଙ୍କୁ ଲାଞ୍ଜିଗଡ ବ୍ଲକ ବିଜେଡି ମିଡିଆ ସେଲ୍ ଦାୟିତ୍ୱ

ଯୁବ ସାମ୍ବାଦିକ ଏମ୍ ଚନ୍ଦ୍ରଶେଖରଙ୍କୁ ଲାଞ୍ଜିଗଡ ବ୍ଲକ ବିଜେଡି ମିଡିଆ ସେଲ୍ ଦାୟିତ୍ୱ

ଲାଞ୍ଜିଗଡ଼,୦୬/୦୩(ମନିସ)-ଲାଞ୍ଜିଗଡ ବ୍ଲକ ବିଜେଡି ପକ୍ଷରୁ ଯୁବ ସାମ୍ବାଦିକ ତଥା ଓଡିଶାର ଅଗ୍ରଣୀ ସାମ୍ବାଦିକ ସଂଗଠନ ଲାଞ୍ଜିଗଡ ପ୍ରେସ୍ କ୍ଲବର ସକ୍ରିୟ ସଦସ୍ୟ ଏମ୍‌. ଚନ୍ଦ୍ରଶେଖରଙ୍କୁ ବ୍ଲକ ବିଜେଡି ମିଡିଆ ସେଲ୍ ଇନଚାର୍ଜ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ସେ ଦୈନିକ ଖବରକାଗଜ ପ୍ରମେୟର ଲାଞ୍ଜିଗଡ ବ୍ଲକ ପ୍ରତିନିଧି ଭାବେ କାର୍ଯ୍ୟ କରୁଥିବାବେଳେ ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓଙ୍କ ଅନୁମୋଦନ କ୍ରମେ ତାଙ୍କୁ ବ୍ଲକ ବିଜେଡି ସଭାପତି ହିମାଦ୍ରୀ ପେସନିଆ ତାଙ୍କ ନାମକୁ ଘୋଷଣା କରିଛନ୍ତି । ଶ୍ରୀ ଶେଖରଙ୍କୁ ନୂତନ ନିଯୁକ୍ତି ମିଳିବା ପରେ ତାଙ୍କୁ ଲାଞ୍ଜିଗଡ ପ୍ରେସ୍ କ୍ଲବ ଓ ପିଇଡବ୍ଲ୍ୟୁ ମିଡିଆ ଏସୋସିଏସନର ସମସ୍ତ କର୍ମକର୍ତ୍ତା ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

ଲାଞ୍ଜିଗଡ ବ୍ଲକ ପ୍ରତିନିଧି ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ସେବା ଜ୍ୟୋତି ଯାତ୍ରାର ସଫଳତା ପାଇଁ ସମସ୍ତଙ୍କ ସହଯୋଗ ଜରୁରୀ: ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ

Sunil Chandra Nayak

ଗଙ୍ଗାଧର ବେହେରାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ସ୍ମୃତି ସଭା -୨୦୨୪ ଅନୁଷ୍ଠିତ 

masiha

ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର କର୍ମଚାରୀଙ୍କ ଦରମାର ଅସଙ୍ଗତି ଓ ବରିଷ୍ଠତାରେ ପାତରଅନ୍ତର

masiha

Leave a Comment

error: Content is protected !!