ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ନୂତନ ତହସିଲଦାର ଙ୍କ ଯୋଗଦାନ

ଡାବୁଗାଁରେ ନୂତନ ତହସିଲଦାର ଙ୍କ ଯୋଗଦାନ

ଡାବୁଗାଁ, ୧୧/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ତହସିଲ କାର୍ଯ୍ୟ|ଳୟରେ ନୂତନ ତହସିଲଦାର ଭାବେ ହରିଓମ ଭୋଇ ସୋମବାର ଯୋଗଦାନ କରିଛନ୍ତି | ପୂର୍ବତନ ତହସିଲଦାର ସଦାଶିବ ଭତ୍ରା ଙ୍କ ଗଜପତି ଜିଲା ରାୟଗଡ ତହସିଲକୁ ତହସିଲଦାର ଭାବେ ବଦଳି ହୋଇଥିଲା | ସେ ୧.୩.୨୪ ତାରିଖ ଠାରୁ ସେ ରିଲିଭ ହୋଇ ଯାଇଛନ୍ତି | ସେହି ଦିନ ଠାରୁ ବିଡିଓ ଶରତ ମାଝି ତହସିଲଦାର ଭାବେ ଅତିରିକ୍ତ ଦାୟିତ୍ଵରେ ରହିଥିଲେ | ନୂତନ ତହସିଲଦାର ହରିଓମ ଭୋଇ ବିଡିଓ ଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସ୍ଵେଚ୍ଛାକୃତ ରକ୍ତଦାନ ଦିବସ ପାଳିତ 

masiha

କେନ୍ଦ୍ରାପଡ଼ାରେ ତ୍ରିରଙ୍ଗା ଶୋଭାଯାତ୍ରା ରେ ସାମିଲ ହେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ

masiha

ବୁଲା କୁକୁର ବନ୍ଧ୍ୟାକରଣ ଅଭିଯାନ: ୭୪ ଦିନରେ ୧୨୫୧, ଅଭିଯାନ ସଫଳ ଅଭିମୁଖ୍ୟେ

Sunil Chandra Nayak

Leave a Comment

error: Content is protected !!