ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ନୂତନ ତହସିଲଦାର ଙ୍କ ଯୋଗଦାନ

ଡାବୁଗାଁରେ ନୂତନ ତହସିଲଦାର ଙ୍କ ଯୋଗଦାନ

ଡାବୁଗାଁ, ୧୧/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ତହସିଲ କାର୍ଯ୍ୟ|ଳୟରେ ନୂତନ ତହସିଲଦାର ଭାବେ ହରିଓମ ଭୋଇ ସୋମବାର ଯୋଗଦାନ କରିଛନ୍ତି | ପୂର୍ବତନ ତହସିଲଦାର ସଦାଶିବ ଭତ୍ରା ଙ୍କ ଗଜପତି ଜିଲା ରାୟଗଡ ତହସିଲକୁ ତହସିଲଦାର ଭାବେ ବଦଳି ହୋଇଥିଲା | ସେ ୧.୩.୨୪ ତାରିଖ ଠାରୁ ସେ ରିଲିଭ ହୋଇ ଯାଇଛନ୍ତି | ସେହି ଦିନ ଠାରୁ ବିଡିଓ ଶରତ ମାଝି ତହସିଲଦାର ଭାବେ ଅତିରିକ୍ତ ଦାୟିତ୍ଵରେ ରହିଥିଲେ | ନୂତନ ତହସିଲଦାର ହରିଓମ ଭୋଇ ବିଡିଓ ଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କୋଇଡା ସିପିଏମ ଆନୁକୁଲ୍ୟରେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ବଳିଦାନ ଦିବସ ଅବସରରେ ସାଂପ୍ରଦାୟିକ ସଦଭାବନା ଦିବସ ପାଳିତ 

masiha

ନିଖିଳ ଉତ୍କଳ ପାତ୍ରତନ୍ତୀ କଲ୍ୟାଣ ସମିତି ଜାମଦା ପକ୍ଷରୁ ବାର୍ଷିକ ପତ୍ରିକା ଉନ୍ମୋଚିତ

masiha

ଦୁଲଦୁଲି ରେ ଦୁଲକିଲା ଧର୍ମଗଡ ବ୍ଲକ ମଞ୍ଚ, ଧର୍ମଗଡ ବ୍ଲକ ସ୍ତରୀୟ ଘୁମୁରା-୨୦୨୪

masiha

Leave a Comment

error: Content is protected !!