ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୬୦ ନମ୍ବର ଜାତୀୟ ରାଜପଥର ପୁନସୀତା ନିକଟରେ ସଡ଼କ ଦୁର୍ଘଟଣା ୨ ଗୁରୁତର

୬୦ ନମ୍ବର ଜାତୀୟ ରାଜପଥର ପୁନସୀତା ନିକଟରେ ସଡ଼କ ଦୁର୍ଘଟଣା ୨ ଗୁରୁତର

ବସ୍ତା,16/03 :ଶନିବାର ସକାଳ ସମୟରେ ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥ ର ପୁନସିତା ନିକଟରେ ସଡ଼କ ଦୁର୍ଘଟଣା। 2 ଗୁରୁତର ହୋଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ପୁନସିତା ଗ୍ରାମର ମୃତ୍ୟୁଞ୍ଜୟ ସାହୁ ପୁନିସୀତା ନିକଟରେ ଛିଡା ହୋଇଥିବା ସମୟରେ, ବାଲେଶ୍ଵର ପଟୁ ଦୃତଗତିରେ ଆସୁଥିବା ଏକ ଡାଲା ଅଟୋ ନିଜର ଭାରସାମ୍ୟ ହରାଇ ରାସ୍ତା କଡରେ ଛିଡ଼ା ହୋଇଥିବା ମୃତ୍ୟୁଞ୍ଜୟ ସାହୁଙ୍କୁ ଧକ୍କା ଦେଇ ତଳେ ନୟନ ଯୋଡ଼ି ଓଲଟି ଯାଇଥିଲା। ସ୍ଥାନୀୟ ଲୋକେ ଉକ୍ତ ଡାଲା ଅଟୋ ଚାଳକ ଓ ମୃତ୍ୟୁଞ୍ଜୟ ସାହୁଙ୍କୁ ଉଦ୍ଧାର କରି ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ସେଠାରେ ସେମାନଙ୍କର ଅବସ୍ଥା ସଂକଟାପନ୍ନ ଥିବାରୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ବସ୍ତା ପୋଲିସ,ଜାତୀୟ ରାଜପଥ ପେଟ୍ରୋଲିଙ୍ଗ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

୭୪ ତମ ବନ ମହୋତ୍ସବ ସପ୍ତାହ ପାଳିତ

ଡାବୁଗାଁରେ ଶ୍ରୀ ହନୁମାନ ଜୟନ୍ତୀ ପାଳିତ

masiha

ମିଲେଟ ମିଶନ ଅଧୀନରେ ଭଲ ପ୍ରଦର୍ଶନ ପାଇଁ ପୁରସ୍କୃତ ହେଲା ରାୟଗଡ ଜିଲ୍ଲା 

masiha

Leave a Comment

error: Content is protected !!