ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଭିଜିଲାନ୍ସ ହାତରେ ରାଜସ୍ବ ବିଭାଗ ସ୍ବତନ୍ତ୍ର ଅଧୂକାରୀ 

ଭିଜିଲାନ୍ସ ହାତରେ ରାଜସ୍ବ ବିଭାଗ ସ୍ବତନ୍ତ୍ର ଅଧୂକାରୀ 

ନୂଆପଡା // ନୂଆପଡା ଜିଲ୍ଲା ରାଜସ୍ୱ ବିଭାଗ ସ୍ୱତନ୍ତ୍ର ଅଧୁକାରୀ ଲାଞ୍ଚ ନେଉଥିବା ବେଳେ ଗୁରୁବାର ଭିଜିଲାନ୍ସ ବିଭାଗ ହାତରେ ଧରା ପଡିଛି । ଅଧିକାରୀ ଜଣକ ହେଲେ ନରେନ୍ଦ୍ର କୁମାର ଚନ୍ଦ୍ରକାର ବୋଲି ଜଣା ପଢିଛି । ସୂଚନା ମୁତାଦକ ନୂଆପଢା ରାଜ୍ୟ ବିଭାଗ ରେ ମୁଖ୍ୟ କିରାଣି ରୁ ଅବସର ଜେଲା ପରେ ସେ ସେହି ବିଭାଗରେ ସ୍ବତନ୍ତ୍ର ଅଧୁକାରୀ ଭାବରେ କାର୍ଯ୍ୟରତ ଥିଲେ । ସେ ଜମିଜମା ମାମଲାରରେ ଜଣେ ବ୍ୟଭିଙ୍କୁ ୩୦ ହଜାଇ ଟଙ୍କା ବାବି କରି ଥିଲେ I ତେବେ ଏନେଇ ଜଣବ ଏକ ନୂଆପଢା ଭିଜିଲାନ୍ସ ବିଭାଗ ଙ୍କ ଦ୍ୱାରସ୍ତ ହୋଇଥିଲେ । ପୂର୍ବ ସୋଜନା ମୁତାବକ ବ୍ୟକ୍ତି ଜଣକ ଟଙ୍କା ଦେବା ପାଇଁ କହିଥିଲେ । ଚନ୍ଦ୍ରକାର ସନ୍ଧ୍ୟା ପ୍ରାୟ ୭ ଟା ସମୟରେ ସେ ବ୍ୟକ୍ତି ଙ୍କୁ ଜିଲ୍ଲାପାଳ କାର୍ଯ୍ୟାଳୟ ମିଶନଶକ୍ତି କୈଫେ ପାଖ ଚଳାଉଥା ଥିଲେ । ସେହି ସମୟରେ ୩୦ ହଜାର ଟଙ୍କା ଲାତ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ କର୍ମଚାରୀ ମାନେ ମାଡି ବସିଥିଲେ । ସରକାରୀ କାର୍ଯ୍ୟାଳୟ ଓ ଖରିଆର ରୋଡ ସ୍ମିତ ତାଙ୍କ ଦାସ ଭବନ କୁ ଡକାଇ ଜାରି ରହିଛି । ଚଢାଉ ସମୟରେ ନୂଆପଡା ଭିଲାନ୍ସ ବିଭାଗ ଅତିରିକ୍ତ ଆରକ୍ଷୀ ଅଧକ୍ଷକ ଦୀନବନ୍ଧୁ ବେହେରା,ଭବାନିପାଟଣା ଭିଜିଲାନ୍ସ ବିଭାଗ ଇନିସପେକ୍ଟର ପ୍ରମିକା ସୁନା, ଆଲୋକ ମହାପାତ୍ର,ସନ୍ତୋଷ ମାର ମହାନ୍ତି,ଶିବ୍ଦ ପ୍ରସାବ ପ୍ରଧାନ ପ୍ରମୁଖ ସାମିଲ ଥିଲେ ।

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ୍ 

Related posts

ବେଆଇନ ଭାବେ ଚଲାଇ ଆସୁଥିବା ଏକ ଘରୋଇ କ୍ଲିନିକ୍ ଉପରେ କୋରାପୁଟ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଟିମ୍ ଚଢ଼ାଉ କରି ସିଲ୍ କଲେ

masiha

ଟାଙ୍ଗିଆରେ ଆକ୍ରମଣ କରି ଜଣେ ଗିରଫ 

masiha

ବେଆଇନ ଧାନ ବେପାରୀଙ୍କ ଗୋଦାମ ରୁ ୩୭୪ ବସ୍ତା ଧାନ ଓ ପଚାଶ କ୍ଵିଣ୍ଟାଲରୁ ଅଧିକ ମହୁଲ ଜବତ୍ 

Sunil Chandra Nayak

Leave a Comment

error: Content is protected !!