ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଦେଶୀ ମହୁଲି ମଦ ଜବତ, ୩ କୋର୍ଟ ଚାଲାଣ 

ଦେଶୀ ମହୁଲି ମଦ ଜବତ, ୩ କୋର୍ଟ ଚାଲାଣ 

ବାଲେଶ୍ଵର,୨୮/୩/୨୪- ବାଲେଶ୍ଵର ଜିଲ୍ଲା ଖଇରା ଅବକାରୀ ଥାନା ଅଧୀନରେ ଥିବା ଖଇରା ପଞ୍ଚାୟତ ପୁରସ୍ତମପୁର ବାବୁଲି ସାହୁ (୬୧) ତାଙ୍କ ବାସଭବନରୁ ୫୧ ଲିଟର ଦେଶୀ ମଦ ଜବତ ହୋଇଥିବା ବେଳେ ଇନ୍ଦ୍ରମଣି ସାହୁଙ୍କ( ୪୦) ନିକଟରୁ ୧୦ ଲିଟର ଦେଶୀ ମଦ ଜବତ କରାଯାଇଛି, ସେହିପରି ଗରସଙ୍ଗ ମାର୍କେଟର ଆସାମୀ ଗଗନ ବିହାରୀ ବେହେରାଙ୍କ ପାଖରୁ ୩୫ ଲିଟର ଦେଶୀ ମହୁଲି ମଦ ବିକ୍ରି କରୁଥିବା ଅବକାରୀ ବିଭାଗ ପକ୍ଷରୁ ଓଆଇସି ସୁରଜ୍ କୁମାର ଦିଗା, ଓ କର୍ମଚାରୀ ମାନେ ସହଯୋଗରେ ତିନି ଜଣଙ୍କୁ ପିଆର ନଂ ୨୩୫/୨୩୬/୨୩୭/ ୨୩-୨୪ ତା ୨୮.୦୩.୨୪ ରିଖରେ କେସ୍ ରୁଜୁ କରି ଆସାମୀ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଓଆଇସି ଶ୍ରୀ ସୁରଜ୍ କୁମାର ଦିଗା ଗଣମାଧ୍ୟମ ପ୍ରତିନିଧି ନିକଟରେ ପ୍ରକାଶ କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରା ଙ୍କ ରିପୋର୍ଟ୍ 

Related posts

ପୋଲିସ ବିଭାଗକୁ ମିଳିଲା ବଡ ସଫଳତା, ୫ ଜଣ ଏଟିଏମ ଲୁଟେରା ଅଟକ 

masiha

ଭୁବନ ଗ୍ୟାରେଜରୁ ୧୫ ଟି ଚୋରା ବାଇକ୍ ଉଦ୍ଧାର,୩ ଗିରଫ

Sunil Chandra Nayak

ଲୁଗା ବ୍ୟବସାୟୀ ଘରୁ ଦୁଇ ଲକ୍ଷ ଟଙ୍କା ସୁନା ଲୁଟ, ଥାନାରେ ଅଭିଯୋଗ 

Sunil Chandra Nayak

Leave a Comment

error: Content is protected !!