ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନାବାଳିକା ଦୁଷ୍କର୍ମ ଘଟଣା ରେ ଅଭିଯୁକ୍ତକୁ ୧୦ବର୍ଷ କାରାଦଣ୍ଡ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଦୌରାଜଜ୍

 କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଏକ ଗ୍ରାମରେ ଗତ ୩୦-୯-୨୦୦୫ତାରିଖ ଦିନ ଶୌଚ କରିବା କୁ ଯାଇ ଥିବାବେଳେ ବ୍ରହାନନ୍ଦ ବାଗ, କୁଲମଣି ଠାକୁର ଓ ଅନୀଲ ସେନାପତି ନାବାଳିକାକୁ ଜୋର ଜବରଦସ୍ତି ଟେକି ନେଇ ଦୁଇ ଦିନ ଧରି ଅଟକ ରଖିଥିଲେ।ଦୁଇ ଜଣ ସହଯୋଗୀ ଙ୍କ ସହାୟତାରେ ବ୍ରହ୍ମାନନ୍ଦ ବାଗ ଉକ୍ତ ନା ବାଳିକା କୁ ଧର୍ଷଣ କରିଥିଲେ।ଏପରିକି ଏକ ଲକ୍ଷ ଟଙ୍କା ଦେଲେ ନାବାଳିକା ଛାଡିବାକୁ ନାବାଳିକା ଙ୍କ ବାପା ଙ୍କୁ ଧମକ ଦେଇଥିଲେ।ନାବାଳିକାର ବାପା ଏହି ଘଟଣା ବିଷୟରେ ଜୁନାଗଡ଼ ପୁଲିସକୁ ଜଣାଇବାପରେ ପୋଲିସ ଗତ ୨-୧୦-୨୦୦୫ତାରିଖ ଦିନ ନାବାଳିକା କୁ ମୁକୁନ୍ଦପୁର ଜଙ୍ଗଲ ରୁ ଉଦ୍ଧାର କରି କେସ ନ -୧୨୫/୨୦୦୫ଦଫା ୩୨୮,୩୬୪(ଏ)୩୭୬(2g)ରେ ଅଭିଯୁକ୍ତ ବ୍ରହାନନ୍ଦ ବାଗ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।ଏହି ଘଟଣାରେ ସଂପୃକ୍ତ ଦୁଇଜଣ ସହଯୋଗୀ ଫେରାର ମାରିଥିଲେ।

ସମସ୍ତ ସାକ୍ଷ୍ୟ ପ୍ରମାଣ କୁ ଆଧାର କରି ଆଜି ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ବନ୍ଦନା କର ଅଭିଯୁକ୍ତ ଙ୍କୁ ୧୦ବର୍ଷ କାରାଦଣ୍ଡ ଆଦେଶ ପ୍ରଦାନ କରିଛନ୍ତି ଓ ୨୦ ହଜାର ଟଙ୍କା ଜୋରିମାନା ଶୁଣାଇଛନ୍ତି।ଏ ମାମଲା କୁ ସରକାରୀ ଓକିଲ ପୂର୍ଣ୍ଣ ଚନ୍ଦ୍ର ନାଗ ପରିଚାଳନା କରୁଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଗୋଟିଏ ରାତ୍ରୀରେ ରାଇରଙ୍ଗପୁର ଟାଉନ ଥାନା ଅଂଚଳରୁ ଵୋଲେରୋ ଏବଂ ଗ୍ରାମାଞ୍ଚଳ ଥାନା ଅଂଚଳରୁ ଟ୍ରାକ୍ଟର ଚୋରୀ ; ପୋଲିସ ଚିନ୍ତାରେ 

masiha

ଆପୋଲୋରେ ଆଖିବୁଲିଲେ ନବଦାସ , ଗୁଳିମାଡ ପରେ ଜୀବନ ସହ କରୁଥିଲେ ସଙ୍ଘର୍ଷ….

Sunil Chandra Nayak

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଭିଣେଇ କୁ ମରଣାନ୍ତକ ଆକ୍ରମଣ କଲା ଶଳା

masiha

Leave a Comment

error: Content is protected !!