ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବନ୍ଧୁଗାଁ ରେ ମାଓ ପୋଷ୍ଟର ! 

  ବନ୍ଧୁଗାଁ ରେ ମାଓ ପୋଷ୍ଟର ! 

କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍ ରେ ବୋହୂ ଦିନର ନିରବତା ପରେ ମାଓବାଦୀଙ୍କ ଦ୍ବାରା ଏକ ତେଲୁଗୁ ଭାଷାରେ ଲେଖାଥିବା ଲାଲ ବ୍ୟାନର ଲଗା ଯାଇଥିବା ଦେଖିବାକୁ ମିଳିଛି।ସାନ ସରପେଲି ଗାଁର ଏକ ଦୋକାନ ସାମନା ଓ ଆଲମଣ୍ଡା ଗ୍ରାମର ହନୁମାନ ମନ୍ଦିର ରେ ଲଗା ଯାଇଛି।ଫଳରେ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି।

ସିପିଆଇ ମାଓବାଦୀ, ଶ୍ରୀକାକୁଲମ,ଛତିଶଗଡ ଓ କୋରାପୁଟ ଡିଭିଜନ ନାଁରେ ଏହି ମାଓ ବ୍ୟାନେର ଲଗାଯାଇଛି।ବିଜେଡ଼ି କର୍ମକର୍ତା, ବନ ବିଭାଗ କର୍ମଚାରୀ ଙ୍କୁ ସିଧା ସଳଖ ଧମକ ଦିଆଯାଇଥିବା ବେଳେ ଅଙ୍ଗନବାଡି ଖାଦ୍ୟ ଠିକ ରେ ବଣ୍ଟନ ହେଉ ନଥିବା ତେଲୁଗୁ ଭାଷାରେ ଅଲେଖ ରହିଛି।

ଶ୍ରୀକାକୁଲମ,ଛତିଶଗଡ ଓ କୋରାପୁଟ ଡିଭିଜନ ନାଁରେ ଏହି ମାଓ ବ୍ୟାନେର ଲଗାଯାଇଛି।ଏହା ଅସଲି ନା ନକଲି ମାଓବାଦୀଙ୍କ କାମ ତାହା ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନଥିବା ଜଣା ପଡ଼ିଛି।

ପ୍ରମୋଦ୍ କୁମାର୍ ଜେନା ଙ୍କ ରିପୋର୍ଟ୍ 

Related posts

ଜମିବାଡି ନେଇ ଗଣ୍ଡଗୋଳ ଘଟଣାରେ ୨ ଗିରଫ

Sunil Chandra Nayak

ବଡ଼ ସରପୋଲୀ ଅସ୍ଥାୟୀ ପଞ୍ଚାୟତରୁ ଚୋରି 

masiha

ରାଇରଙ୍ଗପୁରରେ ଡିଜେଲ ମାଫିଆଙ୍କ ରାକେଟ ସକ୍ରିୟ; ୩ ଜଣଙ୍କୁ ବାନ୍ଧିଲା ପୋଲିସ

Leave a Comment

error: Content is protected !!