ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଜଣା ଗାଡ଼ି ଧକ୍କାରେ ୫ ଗୋରୁ ମୃତ

ଅଜଣା ଗାଡ଼ି ଧକ୍କାରେ ୫ ଗୋରୁ ମୃତ

ବାଲେଶ୍ୱର ଜିଲ୍ଲା ରୁପ୍ସା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ଶୁକ୍ରବାର ଅପରାହ୍ନ ସମୟରେ ରୁପ୍ସା ନିକଟରେ ଅଜଣା ଗାଡ଼ି ଧକ୍କାରେ ୫ ଟି ଗୋରୁ ମୃତ ହୋଇଥିବା ଦେଖିବାକୁ ମିଳିଛି l ସୂଚନାରୁ ପ୍ରକାଶ ଆଜି ଅପରାହ୍ନ ସମୟରେ ୫ ଟି ଗୋରୁ କୁ ଅଜଣା ଗାଡ଼ି ଧକ୍କା ଦେଇ ପଳାଇଯାଇଥିଲା। ଘଟଣା ସ୍ତଳରେ ୫ ଟି ଯାକ ଗୋରୁ ଙ୍କ ମୃତ ଘଟିଛି। ରୂପସା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିଲେ ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଆନ୍ଧ୍ରପ୍ରଦେଶ ସୀମାନ୍ତ ରାୟଗଡ ଓ ପାର୍ବତୀପୁରମ୍ ରାସ୍ତା ଶୋଚନୀୟ

masiha

ଥୁଆମୁଳ ରାମପୁର ବ୍ଳକ: ଯୋଜନା ଅନେକ  ସମସ୍ୟା ବି ବହୁତ

Sunil Chandra Nayak

ନନ୍ଦାହାଣ୍ଡି ବିଡ଼ିଓ ଙ୍କ ଉଦ୍ୟମରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଦ୍ୱାରା ଥଇଥାନ ହେଲେ ୨ ଅଵହେଳିତ ଶିଶୁ

Leave a Comment

error: Content is protected !!