ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଟପାଡ଼ ଓକିଲ ସଂଘ ନିର୍ବାଚନ 

କୋଟପାଡ଼ ଓକିଲ ସଂଘ ନିର୍ବାଚନ 

ନବରଙ୍ଗପୁର:(ରବି ନାରାୟଣ ମହାନ୍ତି)କୋଟପାଡ ଓକିଲ ସଂଘ ନିର୍ବାଚନରେ ପଙ୍କଜ ସଭାପତି, ଶଙ୍କର ସମ୍ପାଦକ, ପ୍ରଦୀପ ଉପ ସଭାପତି ପଦରେନିର୍ବାଚିତହୋଇଛନ୍ତିl ଗତ ତିରିଶି ତାରିଖ ରେ କୋଟପାଡ଼ ଓକିଲ ସଙ୍ଘ କକ୍ଷ ରେ ସଭା ହୋଇ ସର୍ବନିଷ୍ପତି କ୍ରମେ ଶ୍ରୀ ପଙ୍କଜ କୁମାର ପାତ୍ର ଙ୍କୁ ସଭାପତି କରାଗଲା ଏବଂ ସମ୍ପାଦକ ଭାବେ ଦ୍ଵିତୀୟ ଥର ପାଇଁ ଶଙ୍କର ପଣ୍ଡା ଙ୍କୁ ଓକିଲ ସଙ୍ଘ ଦ୍ୱାରା କରାଯାଇଥିଲା କେବଳ ଉପ ସଭାପତି ଭାବରେ ନିର୍ବାଚନ ହୋଇଥିଲା ପ୍ରଦୀପ ବକସି ୪ଗୋଟି ଭୋଟ ରେ ତାଙ୍କ ନିକଟ ଦ୍ବନ୍ଦୀ ପ୍ରତିଦ୍ବନ୍ଦୀ ଅଜିତ ପଟନାୟକ ଙ୍କୁ ୨୫..୨୧ ଭୋଟରେ ପରାସ୍ତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସହ ସମ୍ପାଦକ ଭାବେ ଗୁପ୍ତ ବେହେରା, କୋଷାଧକ୍ଷ ଭାବେ ଦୁର୍ଗା ସାହୁ, ନିମନ୍ତ୍ରିତ ସଭ୍ୟ ଭାବେ କିଶୋର ମିଶ୍ର, ପ୍ରଦୀପ ବକସି, ବିଦ୍ୟୁତ ବକସି, କାମାକ୍ଷୀ ପାଢ଼ୀ ଙ୍କୁ ସଙ୍ଘ ରେ ନିଆ ଯାଇଥିଲା । ଏଥି ପୂର୍ବରୁ ପୂର୍ବତନ ଓକିଲ ସଙ୍ଘ ସଭାପତି ୧୫ ବର୍ଷ ନିରବିଛିନ୍ନ ଭାବରେ ସଭାପତି ପଦରେ ରହି ଆସିଥିଲେ l

Related posts

ନବରଙ୍ଗପୁର ଠାରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ନିମନ୍ତେ ଶୋଭାଯାତ୍ରା 

masiha

ନବରଙ୍ଗପୁର ମହାବିଦ୍ୟାଳୟରେ ଗ୍ରାମୀଣ ନବାଚର ମାଧ୍ୟମରେ ଆତ୍ମନିର୍ଭରତାର ଉତ୍ସବ

Sunil Chandra Nayak

ବିନା ଲାଇନମ୍ୟାନରେ ପାଳନ ହେଲା ଲାଇନମ୍ୟାନ ଦିବସ ଟାଟା ପାୱାରର ଶୋଷଣର ଶିକାର ହେଉଛନ୍ତି ଲାଇନମ୍ୟାନ

masiha

Leave a Comment

error: Content is protected !!