ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଟପାଡ଼ ଓକିଲ ସଂଘ ନିର୍ବାଚନ 

କୋଟପାଡ଼ ଓକିଲ ସଂଘ ନିର୍ବାଚନ 

ନବରଙ୍ଗପୁର:(ରବି ନାରାୟଣ ମହାନ୍ତି)କୋଟପାଡ ଓକିଲ ସଂଘ ନିର୍ବାଚନରେ ପଙ୍କଜ ସଭାପତି, ଶଙ୍କର ସମ୍ପାଦକ, ପ୍ରଦୀପ ଉପ ସଭାପତି ପଦରେନିର୍ବାଚିତହୋଇଛନ୍ତିl ଗତ ତିରିଶି ତାରିଖ ରେ କୋଟପାଡ଼ ଓକିଲ ସଙ୍ଘ କକ୍ଷ ରେ ସଭା ହୋଇ ସର୍ବନିଷ୍ପତି କ୍ରମେ ଶ୍ରୀ ପଙ୍କଜ କୁମାର ପାତ୍ର ଙ୍କୁ ସଭାପତି କରାଗଲା ଏବଂ ସମ୍ପାଦକ ଭାବେ ଦ୍ଵିତୀୟ ଥର ପାଇଁ ଶଙ୍କର ପଣ୍ଡା ଙ୍କୁ ଓକିଲ ସଙ୍ଘ ଦ୍ୱାରା କରାଯାଇଥିଲା କେବଳ ଉପ ସଭାପତି ଭାବରେ ନିର୍ବାଚନ ହୋଇଥିଲା ପ୍ରଦୀପ ବକସି ୪ଗୋଟି ଭୋଟ ରେ ତାଙ୍କ ନିକଟ ଦ୍ବନ୍ଦୀ ପ୍ରତିଦ୍ବନ୍ଦୀ ଅଜିତ ପଟନାୟକ ଙ୍କୁ ୨୫..୨୧ ଭୋଟରେ ପରାସ୍ତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସହ ସମ୍ପାଦକ ଭାବେ ଗୁପ୍ତ ବେହେରା, କୋଷାଧକ୍ଷ ଭାବେ ଦୁର୍ଗା ସାହୁ, ନିମନ୍ତ୍ରିତ ସଭ୍ୟ ଭାବେ କିଶୋର ମିଶ୍ର, ପ୍ରଦୀପ ବକସି, ବିଦ୍ୟୁତ ବକସି, କାମାକ୍ଷୀ ପାଢ଼ୀ ଙ୍କୁ ସଙ୍ଘ ରେ ନିଆ ଯାଇଥିଲା । ଏଥି ପୂର୍ବରୁ ପୂର୍ବତନ ଓକିଲ ସଙ୍ଘ ସଭାପତି ୧୫ ବର୍ଷ ନିରବିଛିନ୍ନ ଭାବରେ ସଭାପତି ପଦରେ ରହି ଆସିଥିଲେ l

Related posts

୧୭ତମ ପୋଲିସ କମିଶନରେଟ ସ୍ଥାପନା ଦିବସ – ୨୦୨୫ ସ୍ମାର୍ଟ ପୋଲିସିଂ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

masiha

କାହ୍ନୁ ଚରଣ ସାହୁ ପାଇଲେ “ତାରିଣୀ ଶବ୍ଦ ଭାରତୀ ସମ୍ମାନ”

masiha

ବିଞ୍ଝୁଆ ଗ୍ରାମର ବିବି କ୍ଲବ ତରଫରୁ ପୁଲଓ୍ବାମାର ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ

Sunil Chandra Nayak

Leave a Comment

error: Content is protected !!