ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଭବାନୀପାଟଣା ମୁଖ୍ୟ କାରାଗାରର ପାଚେରୀ ଡେଇଁ ଦୁଇ କଏଦୀ ଚମ୍ପଟ 

ଭବାନୀପାଟଣା ମୁଖ୍ୟ କାରାଗାରର ପାଚେରୀ ଡେଇଁ ଦୁଇ କଏଦୀ ଚମ୍ପଟ 

କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ମୁଖ୍ୟ କାରାଗାରରୁ ଦୁଇ କଏଦୀ ଚମ୍ପଟ ମାରିଛନ୍ତି । ପାଚେରୀ ଡେଇଁ ଚମ୍ପଟ ମାରିଥିବା ସୂଚନା ମିଳିଛି ।

ଖବର ଅନୁଯାୟୀ, ରବିବାର ସକାଳୁ ବଗିଚା କାମ କରୁଥିଲେ କଏଦୀ।ଏହି ସମୟରେ ସୁଯୋଗ ଦେଖ୍ ଦୁଇଜଣ କଏଦୀ ଜେଲ୍‌ର ପାଚେରୀ ଡେଇଁ ଚମ୍ପଟ ମାରିଛନ୍ତି । ଫେରାର ଦୁଇ ଜଣ କଏଦୀ ହେଉଛନ୍ତି ସିକନ୍ଦର ଜାଲ୍ ଏବଂ ନୀଳମଣି ବିଭାର ବୋଲି ଜଣାପଡିଛି। ଦୁଇ ଜଣ କଏଦୀ ପୋକ୍ସ କେସ୍‌ରେ ଗିରଫ ଜେଲରେ ଥିଲେ । ଜଣେ ଫେବୃଆରୀରେ ଆସିଥିବା ବେଳେ ଆଉ ଜଣେ ମାର୍ଚ୍ଚରେ ଜେଲ୍‌କୁ ଆସିଥିଲେ।ତେବେ କଏଦୀ ଫେରାର ହେବା ପରେ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଚଢାଉ ଚାଲିଛି । କଏଦୀଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଝିଆରୀ କୁ ଦୁଷ୍କର୍ମ ମାମଲାରେ ପିଉସା କୁ କୋଡିଏ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

Sunil Chandra Nayak

ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ ଜଣ ଗିରଫ

ବାଇକକୁ ଧକ୍କା ଦେଇ ଜାଇଲୋ କାର ଚମ୍ପଟ ମାରିଥିବା ବେଳେ ଧରିଲା ପୋଲିସ

masiha

Leave a Comment

error: Content is protected !!