ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ବାଦିକ ଙ୍କ ପିତୃ ବିୟୋଗ

ସାମ୍ବାଦିକ ଙ୍କ ପିତୃ ବିୟୋଗ

କାମାକ୍ଷାନଗର(ମ ସୀ ହା)୦୯/୦୪_ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହର ର ସାମ୍ବାଦିକ ପ୍ରହଲ୍ଲାଦ ମୁଦୁଲି ଙ୍କ ପିତା ପୁରୁଷୋତ୍ତମ ମୁଦୁଲିଙ୍କର ସୋମବାର ସନ୍ଧ୍ୟାରେ ହୃଦରୋଗରେ ପରଲୋକ ହୋଇଯାଇଛି l ସ୍ବର୍ଗତ ମୁଦୁଲି ନୁଆଁ ଆଳତୁମା ସ୍ଥିତ ନିଜ ଘରେ ଥିବାବେଳେ ସନ୍ଧ୍ୟାରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ l ପରିବାର ଲୋକେ ତୁରନ୍ତ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ରେ ତାଙ୍କୁ ଭର୍ତି କରିଥିଲେ l ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି l ଖବର ପ୍ରଚାର ହେବା ପରେ ବହୁ ମାନ୍ୟଗଣ୍ୟ ଲୋକ ତାଙ୍କ ଶେଷ ଦର୍ଶନ କରିବାକୁ ବାସଭବନରେ ପହଞ୍ଚି ଥିଲେ l ରାମିୟାଳ ନଦୀତଟରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି l

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି:ପଞ୍ଚାୟତ ମହା ବିଦ୍ୟାଳୟରେ ଏଡସ୍ ସଚେତନତା ଓ ସ୍ବେଛାକୃତ ରକ୍ତଦାନ ପ୍ରୋତ୍ସାହନ କାର୍ଯ୍ୟକ୍ରମ   

masiha

ଜିଲ୍ଳାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ

masiha

ଓଡିଶା ସାହିତ୍ୟିକ ସଂଗଠନ ତରଫରୁ କବିତା ଆସର

masiha

Leave a Comment

error: Content is protected !!