ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନ ମଙ୍ଗଳ (ରସୋଳ )ପକ୍ଷରୁ ବହୁବିଧ ସେବା ପ୍ରଦାନ କାର୍ଯକ୍ରମ ଆରମ୍ଭ 

ଜନ ମଙ୍ଗଳ (ରସୋଳ )ପକ୍ଷରୁ ବହୁବିଧ ସେବା ପ୍ରଦାନ କାର୍ଯକ୍ରମ ଆରମ୍ଭ 

ଢେ଼ଙ୍କାନାଳ(ମ ସୀ ହା)୧୨/୦୪_  ମୋ ଗାଁ ମୋ ସମ୍ମାନ ଅଭିଯାନ ମାଧ୍ୟମରେ ହିନ୍ଦୋଳ କଲ୍ୟାଣ ସଙ୍ଗଠନ ଭୁବନେଶ୍ୱର ଦ୍ବାରା ଅନୁବନ୍ଧିତ ଓ ଜେ ପି ଏମ୍ ରୋଟାରୀ ଚକ୍ଷୁ ଚିକିତ୍ସାଳୟ,କଟକ ର ସହଯୋଗ କ୍ରମେ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ(ଜନ ମଙ୍ଗଳ)ରାସୋଳ ତରଫରୁ ବହୁବିଧ ସେବା ପ୍ରଦାନ କରାଯିବ।

ସୂଚନା କେନ୍ଦ୍ର।

(ସେବା ହିଁ କର୍ମ,ସେବା ହିଁ ଧର୍ମ)।

ମାଗଣା ଚକ୍ଷୁ ଚିକିତ୍ସା ଶିବିର।

ଚାରା ଗଛ ବଣ୍ଟନ।(ପରିବେଶ ସୁରକ୍ଷା,ଜୀବନ ରକ୍ଷା)। 

ବ୍ଯବହାର ଯୋଗ୍ୟ ବସ୍ତ୍ର ଗ୍ରହଣ ଓ ବଣ୍ଟନ।(ଯାହାର ଅଛି ଦାନ କରନ୍ତୁ ଯାହାର ଆବଶ୍ୟକ ଅଛି ନିଅନ୍ତୁ)।

4S”ଜନମଙ୍ଗଳ”ପ୍ରତିଭା ସମ୍ମାନ।

(ମୋ ଗାଁ ମୋ ସମ୍ମାନ)।

#ସ୍ଥାନ:-ମହାଲକ୍ଷ୍ମୀ ପୂଜା ମଣ୍ଡପ ସାମ୍ନା(ରାସୋଳ ବଜାର)

#ସମୟ:-ତା0୧୪/୧୧/୨୦୨୪

(ରବିଵାର) ଠାରୁ ତା୧୭/୦୪/୨୦୨୪ରିଖ( ଵୁଧବାର)ପର୍ଯ୍ୟନ୍ତ ପ୍ରତିଦିନ ସଂନ୍ଧ୍ଯା ୫ ଘଟିକା ରୁ ୧୦ ଘଟିକା ପର୍ଯ୍ୟନ୍ତ।

#ଦାତବ୍ୟ ଚକ୍ଷୁ ଚିକିତ୍ସା ଶିବିର:-

ତା୧୬/୦୪/୨୦୨୪ରିଖ (ମଙ୍ଗଳବାର)ସକାଳ ୮ଘଟିକା ରୁ ଅପରାହ୍ନ ୨ଘଟିକା ପର୍ଯ୍ୟନ୍ତ।

 ଏଥିରେ ସମସ୍ତେ ସାମିଲ ହେବା ସହ ପଞ୍ଜୀକୃତ କରିବାକୁ ଅନୁଷ୍ଠାନର ପ୍ରତିଷ୍ଠାତା ବିଭୁ ପ୍ରସାଦ ଶତପଥୀ ନିବେଦନ କରିଛନ୍ତି l

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍ 

Related posts

କାମାକ୍ଷାନଗରରେ ରକ୍ତଦାନ ଶିବିର 

masiha

ସୁନ୍ଦରଗଡ ଲେଖକ ସାମୁଖ୍ଯର* *ମାସିକ ସାହିତ୍ଯ ଆସର

Sunil Chandra Nayak

ଏଲ ଆଣ୍ଡ ଟି ମେଗା ଲିଫ୍ଟ ଇରିଗେଶନ ତରଫରୁ ରକ୍ତଦାନ ଶିବିର

masiha

Leave a Comment

error: Content is protected !!