ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନୂଆପଡ଼ା ଜିଲ୍ଲା କୋମନା ଏବଂ ଖରୀଆର ରୋଡ ରେ ବିଜେପି କଳାହାଣ୍ଡି ସାଂସଦ ପ୍ରାର୍ଥୀ ମାଳବିକା ଦେବୀଙ୍କ ମାରାଥନ ନିର୍ବାଚନ ପ୍ରଚାର 

ନୂଆପଡ଼ା ଜିଲ୍ଲା କୋମନା ଏବଂ ଖରୀଆର ରୋଡ ରେ ବିଜେପି କଳାହାଣ୍ଡି ସାଂସଦ ପ୍ରାର୍ଥୀ ମାଳବିକା ଦେବୀଙ୍କ ମାରାଥନ ନିର୍ବାଚନ ପ୍ରଚାର 

ନୂଆପଡ଼ା ଜିଲ୍ଲା କୋମନା ଏବଂ ଖରୀଆର ରୋଡ ରେ ବିଜେପି କଳାହାଣ୍ଡି ସାଂସଦ ପ୍ରାର୍ଥୀ ମାଳବିକା ଦେବୀଙ୍କ ମାରାଥନ ନିର୍ବାଚନ ପ୍ରଚାର। କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣ ଯୋଜନା ନେଇ ଲୋକଙ୍କ ପାଖକୁ ଯାଉଥିବା ବେଳେ ରେଳପଥ ସଂଯୋଗିକରଣ, ଜଳସେଚନ ନେଇ ପ୍ରାଥମିକତା ରହିଥିବା ବେଳେ ଏହା ସହ ବିଜେପି ବିଧାୟକ ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ମଧ୍ୟ ମିଳିତ ପ୍ରଚାର କରିଥିଲେ। ଖରୀଆର ରୋଡ ଠାରେ ଦଳୀୟ ବରିଷ୍ଠ କର୍ମକର୍ତ୍ତା କୁ ସାକ୍ଷାତ କରି ଦଳର ସ୍ଥିତ ମଜଭୂତ କରିବାକୁ ଆହ୍ବାନ କରିଥିଲେ। ରାଷ୍ଟ୍ରୀୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଚତୃଭୂଜ ଶର୍ମା, ପ୍ରସନ୍ନ ପାଢୀ,ଉପସ୍ଥିତ ଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରାଇରଙ୍ଗପୁରରେ କେନ୍ଦ୍ର ସରକାରଙ୍କ ୯ ବର୍ଷର ସଫଳତାକୁ ନେଇ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ଙ୍କ ଦ୍ବାରା ଖଵରଦାତା ସମ୍ମିଳନୀ

ରାସ୍ତା ନାହିଁ ତ ଭୋଟ ନାହିଁ, ବିଜୁଳି ନାହିଁ ତ ଭୋଟ ନାହିଁ, ଭୋଟ ବର୍ଜନ ନିଷ୍ପତି ନେଇଛନ୍ତି ଉଡ଼ରୁଙ୍ଗ ଓ କଟିଙ୍ଗକନା ଗ୍ରାମବାସୀ

masiha

ବିଜେପି ବସ୍ତିଅଭିଯାନ ତରଫରୁ ରାଉଲକେଲା ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ବିପୁଳ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!