ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛିଡା ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଦେଲା ପିକଅପ, ଅଳ୍ପକେ ବର୍ତ୍ତିଲେ ଚାଳକ

ଛିଡା ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଦେଲା ପିକଅପ, ଅଳ୍ପକେ ବର୍ତ୍ତିଲେ ଚାଳକ

ବସ୍ତା,11/04 : ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ 60 ନମ୍ବର ଜାତୀୟ ରାଜପଥ ବୁଧବାର ବିଳମ୍ବିତ ରାତିରେ ବରୁଣଗଡିଆ ନିକଟରେ ଛିଡା ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଦେଲା ପିକଅପ,ଅଳ୍ପକେ ବର୍ତ୍ତି ଯାଇଛନ୍ତି ଚାଳକ l ସୂଚନା ଅନୁଯାୟୀ ଉକ୍ତ ପିକଅପ ବାଲେଶ୍ୱର ରୁ ବାହାରି ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବେଳେ ବରୁଣଗଡିଆ ନିକଟରେ ଛିଡା ହୋଇଥିବା ଟ୍ରକକୁ ଉକ୍ତ ପିକଅପ ପଛପଟୁ ଧକ୍କା ଦେଇଥିଲା l ଫଳରେ ଘଟଣା ସ୍ଥଳରୁ ଟ୍ରକଟି ଚମ୍ପଟ ମାରିଥିବା ବେଳେ ଗୁରୁବାର ସକାଳ ସମୟରେ ପୋଲିସ ପହଂଚି ପିକଅପ ଜବତ କରି ଘଟଣାର ଅଧିକ ତଦନ୍ତ ଜାରୀ ରଖିଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଦୁଃଖର କଳାବାଦଲ ତଳେ ତୁମରା ହଂସ ପଡ଼ାର ଅନାଥ କୁନ୍ଦି କୁନ୍ତଲା ଓ ସାବତ ମାଆର କାହାଣୀ

Sunil Chandra Nayak

Mountaineer Ashirbad Mahapatra’s South Africa’s Journey For Mountain Kilimanjaro

Sunil Chandra Nayak

ୟୁଏସ୍ଆଇ ସଂଗଠନର ନିଆରା କାର୍ଯ୍ୟକ୍ରମ , ଜନ୍ମ ଦିବସ ଉପଲକ୍ଷେ ପନିପରିବା ଚାରା ବଣ୍ଟନ ଓ ଚାରାରୋପଣ

Sunil Chandra Nayak

Leave a Comment

error: Content is protected !!