ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମୁଦ୍ରରେ ମାଛ ମାରିବାକୁ ଯାଇ କସାଫଳ ଗ୍ରାମର ଜଣେ ମତ୍ସ୍ୟଜୀବୀ ନିଖୋଜ, ଥାନାରେ ଅଭିଯୋଗ 

ସମୁଦ୍ରରେ ମାଛ ମାରିବାକୁ ଯାଇ କସାଫଳ ଗ୍ରାମର ଜଣେ ମତ୍ସ୍ୟଜୀବୀ ନିଖୋଜ, ଥାନାରେ ଅଭିଯୋଗ 

ବସ୍ତା,14/04 : ସମୁଦ୍ରରେ ମାଛମାରିବାକୁ ନେଇ ଜଣେ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଛନ୍ତି l ନିଖୋଜ ମତ୍ସ୍ୟଜୀବୀ ହେଉଛନ୍ତି ସିଂଲା ଥାନା କସାଫଳ ଗ୍ରାମର ବାବୁଲି ବେହେରା l ଏନେଇ ତାଙ୍କର ପତ୍ନୀ ରୁନି ବେହେରା ରବିବାର ଅପରାହ୍ନ ସମୟରେ ଥାନାରେ ଅଭିଯୋଗ କରିଛନ୍ତି l ସୂଚନା ଅନୁଯାୟୀ ଗତ ମାର୍ଚ୍ଚ ମାସ 4 ତାରିଖରେ ଡ଼ଙ୍ଗା ମାଲିକ ମରିଚି ଗ୍ରାମର କ୍ରିଷ୍ଣl ମଣ୍ଡଳ ଡାକିବାରୁ ବାବୁଲି ବାହାଦଲପୁର ସମୁଦ୍ର ମୁହାଣ କୁ ଯାଇଥିଲେ l ଫଳରେ ଆଜି ପର୍ଯ୍ୟନ୍ତ ଘରକୁ ଫେରିନଥିଲେ l ଏନେଇ ତାଙ୍କର ପତ୍ନୀ ରବିବାର ଅପରାହ୍ନ ସମୟରେ ଥାନାରେ ଅଭିଯୋଗ କରିଛନ୍ତି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଅମଲା ଧର୍ମଘଟ ରେ : ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦ୍ୱେତ ବ୍ଲକ ଦାୟିତ୍ୱରେ ଜି ପି ଇ ଇ ଦୀର୍ଘ ଛୁଟିରେ କେମିତି ଚାଲୁଛି ପଞ୍ଚାୟତ ସମିତି କାର୍ଯ୍ୟାଳୟ

Sunil Chandra Nayak

ଫ୍ରି ବାର୍ଡ ଫିଟନେସ କ୍ଲବ ପକ୍ଷରୁ କ୍ରିଡା ଦିବସ ପାଳିତ

Sunil Chandra Nayak

ଶ୍ରୀ ମେଟାଲିକ୍ସ ପ୍ଲାଣ୍ଟରେ ବିଶ୍ୱ ପରିବେଶ ଦିବସ ପାଳିତ

Leave a Comment

error: Content is protected !!